Home Breaking News / ତାଜା ଖବର ଆଜି ଫୁଲବାଣୀରୁ ସର୍ବାଧିକ ୨୫ କରୋନା ପଜିଟିଭ ଚିହ୍ନଟଓ ଜିଲ୍ଲାରେ ୯୨ ନୁତନ ପଜିଟିଭ

ଆଜି ଫୁଲବାଣୀରୁ ସର୍ବାଧିକ ୨୫ କରୋନା ପଜିଟିଭ ଚିହ୍ନଟଓ ଜିଲ୍ଲାରେ ୯୨ ନୁତନ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯ ବଢିବାରେ ଲାଗିଛି। ଶନିବାର ଜିଲ୍ଲାରେ ସର୍ବାଧିକ୯ ୨ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ସର୍ବାଧିକ ୨୫ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବ୍ଲକ୍ର ୮ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲିଗୁଡ଼ା ସହରର ଓବ୍ଲକ୍ ରୁ ୭ଜଣ, ,ଦ।ରିଙ୍ଗବାଡି ୭,ଜିଉଦୟଗିରି ୪,କନୁଆଗାଁ ୫,ଖଜୁରିପଡା ୬, ଫିରିଙ୍ଗିଆ ୯, ତୁମୁଡିବନ୍ଧ ୫,ରାଇକିଆ ୪ ଓ ଟିକା ବାଲିରୁ ୩ଜଣ , କୋଟଗଡ ୫ଓକନ୍ଧମାଳର ୩ଜଣ ଓ କଳାହାଣ୍ଡି ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି ।
ଫଳରେ ଦିନକୁ ଦିନ ସହରରେ କରେ ନା ପଜିଟିଭ ଙ୍କ ସଂଖ୍ୟା ବଢୁଥିବା କାରଣରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ତେବେ ବୁଧବାରଠାରୁ ୧୪ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକଡାଉନ କୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି ପାଳନ କରୁଛି ପ୍ରଶାସନ ଓ ପୋଲି ସ,I ତଥାପି କିଛି ଅମାନିଆ କାର ଓ ବାଇକରେ ଅପରାହ୍ନରେ ସାହି ଗଳି କନ୍ଦିରେ ଚକ୍କର କାଟୁଥିବା ଦେଖାଯାଉଛି । ପୋଲିସ ଓ ପ୍ରଶାସନ ସଂଧ୍ୟ। କାଳିନ ବ୍ଳକିଙ୍ଗ ଓ ଚେକିଙ୍ଗ କୁ ଗୁରୁତ୍ଵ ଦେବାକୁ ଦାବୀ ହେଉଛି । ଆଜିର ୯୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୬୧୬ ଜଣପଜିଟିଭ ରୋଗୀ ଚିକିତ୍ସିତ ହେଉଥିବା କଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ମିଶାଇ ଏ ଯାଏ ୭୦୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ୬୩୯୦ ଜଣ ସୁସ୍ଥମ୍ଧ୍ଯ ହୋଇ ସାରିଲେଣି । ସେହିପରି ଦ୍ଵିତୀୟ ଲହରରେ ବର୍ତ୍ତମାନସୁଧା ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ ଥର କରେ । ନା ଜନିତ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୫ରେ ପ ହଞ୍ଚିଥିବା ପ୍ରଶାସନ କହିଛି ।

related posts

Leave a Comment