Home Breaking News / ତାଜା ଖବର ବ୍ରହ୍ମପୁର ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

ବ୍ରହ୍ମପୁର ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ସ୍ଥିତ ନେଇ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ନେଇ କରିଛନ୍ତି ସିମୀକ୍ଷା । । ଉଭୟ ଗଞ୍ଜାମ ଓ ବ୍ରହ୍ମପୁର କୋଭିଡ ପରିଚାଳନା ସନ୍ତୋଷ ଜନକ ରହିଛି ଏବଂ ଉଭୟ ଏସପିଙ୍କୁ ସେ ସାଧୁବାଦ୍ ଜଣାଇଥିଲେ । ପୋଲିସ କର୍ମଚାରୀଙ୍କ ଦାୟିତ୍ଵ କୁ ମଧ୍ଯ ସେ ପ୍ରଶଂସା କରିଥିଲେ। ଲୋକ ମାନେ ସର୍ବଦା ସତର୍କ ରହିବା ସହ ଆବଶ୍ୟକ ନ ଥିଲେ ନ ବାହାରିବାକୁ ପରାମର୍ଶ ଦେଇଥିଲେ । ଏବଂ ଘରୁ ବାହାରିଲେ ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । । ବାହାର ରାଜ୍ୟ ର ଲୋକଙ୍କ ପ୍ରବେଶ ପ୍ରତି ଦୃଷ୍ଟି ଦିଆଯାଉଛି ତେଣୁ ରାଜ୍ୟ ରାଜ୍ୟସରକାର ଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଓ ଆନ୍ଦ୍ରା ମଝିରେ ଅର୍ଥାତ୍ ଗିରିସୋଲା ଠାରେ ସୀମା ସିଲ୍ କରାଯାଇଛି । ପୋଲିସ ଡିଜି ଜିଲ୍ଲାର ସୀମାକୁ ଯାଇ କିଭଳି ଚାଲିଛି ଯାଞ୍ଚ ସେ ନେଇ ତଦାରଖ ମଧ୍ୟ କରିଥିଲେ ।ଆଜି ପୋଲିସ ଡିଜିଙ୍କ ଗସ୍ତରେ ଆଇନ ଶୃଙ୍ଖଳା ଏଡିଜି ୟସୱନ୍ତ ଜଠୱା ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସମୀକ୍ଷା ବୈଠକରେ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପୀନାକ ମିଶ୍ର , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ।

related posts

Leave a Comment