Home Breaking News / ତାଜା ଖବର ଚିକିତ୍ସା ଅବହେଳା ପାଇଁ ମହିଳା ମୃତ

ଚିକିତ୍ସା ଅବହେଳା ପାଇଁ ମହିଳା ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ମୋଟର ସାଇକୋଲରୁ ପଡିଯାଇ ମୁଣ୍ଡରେ ଆଘାତ |ରୋଗୀ ଚିକିତ୍ସା ପାଇଁ ଆସି କୋଭିଡ ପଜିଟିଭ ।ଚିକିତ୍ସା ଅବହେଳାରୁ କରନା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । 4 ଦିନ ପର୍ଯନ୍ତ ଠିକ ଥିଲା କଥା ହେଉଥିଲେ ଡାକ୍ତର କହିଲେ ସୁସ୍ଥ ଅଛନ୍ତି ଦିନେ ଦୁଇ ଦିନ ଭିତରେ ଛାଡି ଦେବୁ।।ହଠାତ ଡାକ୍ତର କହିଲେ ତମ ଲୋକ ମରିଯାଇଛି।ଏହା ଶୁଣିବା ପରେ ପରିବାର ବର୍ଗ ଅଭିଯୋଗ ଆଣିବା ସହ cdmo ଙ୍କ ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଉତେଜନା । ସରକାର ଡିମଦୀମା ମାରୁଛନ୍ତି e ସେବା ଧ୍ୟାରା ରୋଗୀ କୋଉ ଅବସ୍ଥାରେ ଅଛି ଭିଡ଼ିଓ ମାଧ୍ୟ୍ୟମରେ ଜାଣିପାରିବେ ।କିନ୍ତୁ ଏଠି ନା ଦେଖା କରିବା ନା ମୋବାଇଲ ରେ କଥା, ନା cc କ୍ୟାମେରା ରେ ଦେଖେଇବା କିଛି ସୁବିଧା ନାହିଁ କହି ଘର ଲୋକ ଅଭିଯୋଗ କରିଛନ୍ତି।କୋଭିଡ଼ ଚିକିସ୍ୟା ସଠିକ ଭାବେ ନ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗତ ମଙ୍ଗଳବାର ଦିନ ମୃତ୍ୟୁ ମହିଳାଙ୍କୁ ମାଲକାନଗିରି କୋଭିଡ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରିବାର ଲୋକ ଡକ୍ଟର ଙ୍କ ସହିତ ସାକ୍ଷାତ କରିବାରୁ ସେ ସୁସ୍ତ ଥିବା କଥା କହିଥିଲେ। କିନ୍ତୁ ଆଜି ହଠାତ କେମିତି ମୃତ୍ୟୁ ବରଣ କଲା ତାହା ର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।ଏଠି ଭଲ ଲୋକଙ୍କୁ ଜାଣି ଶୁଣି ଚିକିତ୍ସା ଅବହେଳା କରି ମାରି ଦେଉଥିବାର ଅଭିଯୋଗ ପରିବାର ଲୋକ କରୁଛନ୍ତି।କୋବିଡ଼ ରେ ପୀଡିତ ହେବା ଆଉ କେତେ ସୁସ୍ଥ୍ୟ ହେବା ଆଉ କେତେ ଅବହେଳାରେ ମୃତ୍ୟୁ ହେବା ଏହା ଜାଣିବା ସାଧାରଣ ଲୋକ ଜାଣିବା କଷ୍ଟ କର ହେଇ ପଡିଛି ବୋଲି ପରିବାର ଲୋକ ଅଭିଯୋଗ କରୁଛନ୍ତି।

related posts

Leave a Comment