Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୧୬ଓ ଜିଲ୍ଲାରେ ୬୯ ନୁତନ ପଜିଟିଭ: ସୁସ୍ଥ ହେଲେ ୫୩

ଆଜି ଫୁଲବାଣୀରୁ ୧୬ଓ ଜିଲ୍ଲାରେ ୬୯ ନୁତନ ପଜିଟିଭ: ସୁସ୍ଥ ହେଲେ ୫୩

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯ ବଢିବାରେ ଲାଗିଛି। ଗୁରବାର ଜିଲ୍ଲାରେ ପୁଣି ୬୯ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ୧୬ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବ୍ଲକ୍ର ୨ଜଣ ଚିହ୍ନଟ ହୋଇଛନ୍ତି ।।
ସେଥିମଧ୍ୟରୁ ଆଜି ଶୁକ୍ରବାର ଫୁଲବାଣୀ ସହରର ଅ ମଲା ପଡ଼ା, ମାଷ୍ଟ୍ରପଡ଼ା, ବ୍ରାହ୍ମଣସାହୀ ଓ ଶଗଡିଆ ସାହିରୁ ୨ ଜଣ ଲେଖାଁ ଚିହ୍ନଟ ହୋଇଥିବାବେଳେ ସେଲଟେକସ କଲେ । ନୀ, କଣ୍ଟାକ୍ଟରପଡ଼ା,ବ୍ଲକ କଲୋନୀ,, ଫୁଲବାଣୀ ସହୀ,ନଦୀ ଖଣ୍ଡି ସାହି ,ଜିରିଙ୍ଗ ପଡ଼ା, ହାଉସିଂ ବୋର୍ଡ, ବ୍ୟାଙ୍କ ଅଫ ଇଣ୍ଡିଆ ରୁ ଜଣେ ଲେଖାଏଁ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଫୁଲବାଣୀ ବ୍କକର ୨ଜଣ , ବାଲିଗୁଡ଼ା ସହରର ଓବ୍ଲକ୍ ରୁ ୯ଜଣ, ଚକାପାଦ ୩,ଦ।ରିଙ୍ଗବାଡି ୪,ଜିଉଦୟଗିରି ୬,କନୁଆଗାଁ ୩,ଖଜୁରିପଡା ୫, ଫିରିଙ୍ଗିଆ ୮, ତୁମୁଡିବନ୍ଧ ୪,ରାଇକିଆ ୪ ଓ ଟିକା ବାଲିରୁ ୬ଜଣ , କୋଟଗଡ ୧ଓକନ୍ଧମାଳର ଜଣେ ଓନୟାଗଡ ଜଣେ ଚିହ୍ନଟ ହୋଇଛନ୍ତି ।
ଫଳରେ ଦିନକୁ ଦିନ ସହରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ତେବେ ବୁଧବାରଠାରୁ ୧୪ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକଡାଉନ କୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି ପାଳନ କରୁଛି ପ୍ରଶାସନ ଓ ପୋଲି ସ,I ତଥାପି କିଛି ଅମାନିଆ କାର ଓ ବାଇକରେ ଅପରାହ୍ନରେ ସାହି ଗଳି କନ୍ଦିରେ ଚକ୍କର କାଟୁଥିବା ଦେଖାଯାଉଛି । ପୋଲିସ ଓ ପ୍ରଶାସନ ସଂଧ୍ୟ। କାଳିନ ବ୍ଳକିଙ୍ଗ ଓ ଚେକିଙ୍ଗ କୁ ଗୁରୁତ୍ଵ ଦେବାକୁ ଦାବୀ ହେଉଛି । ଆଜିର୬୯ ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୫୨୪ ଜଣ
ପଜିଟିଭ ରୋଗୀ ଚିକିତ୍ସିତ ହେଉଥିବା କଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଆଜି ୫୩ଜଣ ରୋଗୀ ସୁସ୍ଥ ହୋଇଥିବା କଥା ସରକାରୀ ସୁତ୍ରରୁ ଜଣାପଡିଛି ।

related posts

Leave a Comment