Home Breaking News / ତାଜା ଖବର ଅନାବାଦୀ ପୋଖରୀକୁ ନେଇ ଝଗଡାର ତାଣ୍ଡବ

ଅନାବାଦୀ ପୋଖରୀକୁ ନେଇ ଝଗଡାର ତାଣ୍ଡବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ସେହି ଗ୍ରାମର ନୁର୍ସିଆ ବେହେରା ନ୍କ ଘର କୁ ନଗିଥିବା ଅନାବାଦୀ ପୋଖରୀ ଦୃଘ 40,50 ବର୍ଷ ହବ ସେହି ପୋଖରୀ ରେ ଚାଳିଆସୁଛନ୍ତି ତାଙ୍କର କହିବା ମୁତବିକି କୁଆଡେ ସିଏ ସେହି ପୋଖରୀ ରେ ପାଣି ଅଳି ଚାଷ କାର୍ଯ୍ୟ ମଧ୍ୟ କରନ୍ତି କିନ୍ତୁ ସେହି ଗ୍ରାମର ସରପଞ୍ଚ ପ୍ରମାଦ ସ୍ଵାଇଁ ଉଡମେମ୍ବର ଲୋକନାଥ ବେହେରା ସେହି ଅନାବାଦୀ ପୋଖରୀ କୁ ଜୋର ଜବରଦସ୍ତ ବାଲି ପକାଇ ସେଠାରେ ପଞ୍ଚାୟତ କାର୍ଯ୍ୟଳୟ କରିବେ ବୋଲି ନିଷ୍ପତି ନେଇଛନ୍ତି ଆମେ ଘର ଲୋକ ମନାକରିବାରୁ ଆମ ସରପଞ୍ଚ ଗୁଣ୍ଡା ଲଗାଇ ଆମକୁ ମାଡ଼ ମାରି ଅଶୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ଆମେ କୁଜଙ୍ଗ ପୋଲିସ ଷ୍ଟେସନ ରେ ଅଭିଯୋଗ ମଧ୍ୟ କରିଥିଲୁ ଅଭିଯୋଗ କରିବା ପରେ 4 ଥର ମଧ୍ୟ ଥାନାର ଦ୍ୱରାସ୍ତ ମଧ୍ୟ ହେଇଛୁ କିନ୍ତୁ ପୋଲିସ ବାବୁ ମନେ କିଛି ବୁଝିବା ତା ଦୂରର କଥା ଆମ କଥା କୁ ଖାତିରି ନକରି ତାରିଖ ପରେ ତାରିଖ ଦେଇଚଲୁଛନ୍ତି ପୋଲିସ ବାବୁ ମନେ କୁଆଡେ ପଇସା ଖାଇଛନ୍ତି ଆମେ ଆଇନିକି ଅନୁରୋଧ କରୁଛୁ ଆମ କଥା କିଛି ବୁଝନ୍ତୁ ନହେଲେ ଆମ ଆଗାମୀ ଦିନରେ ଘରର ସବୁ ଲୋକ ଯାଇ ଥାନା ଆଗରେ କିରାସିନି ଦେହରେ ପକାଇ ମୂର୍ତ୍ତୃ ବରଣ କରିବୁ । କିନ୍ତୁ ଜିଲାନାସି ସରପଞ୍ଚ କହିବା ମୁତବିକି ଆମ ପଞ୍ଚାୟତର ଏକ ପୁରୁଣା କର୍ଯ୍ୟଳୟ ଯାହାକି 10,15 ବର୍ଷ ହେଲାଣି ସେହି କାର୍ଯ୍ୟଳୟ ସିଏ ମଧ୍ୟ ଭାଙ୍ଗି ମଧ୍ୟ ଗଲାଣି ମୁଁ ଏକ ନୂଆ କାର୍ଯ୍ୟଳୟ କରିଵା ପାଇଁ ସେହି ଅନାବାଦୀ ପୋଖରୀରେ ବାଲି ପକାଉଥିଲି ନୁର୍ସିଆ ବେହେରା ଓ ତାଙ୍କ ଘରର ଲୋକେ ଆସି ଆମ କାମ ବନ୍ଦ କରିବା ସଙ୍ଗ ଆମ କାମ କରୁଥିବା ଲୋକକୁ ମାଡ ମନ୍ଦ୍ୟ ମାରିଛନ୍ତି ମୋ ନାଁ ରେ ମିଥ୍ୟ ଅଭିଯୋଗ ମଧ୍ୟ କରିଛନ୍ତି ଥାନାରେ ମୁ ବି ଆଇନି କୁ କହୁଛି ଅ ଉପରେ ତଦନ୍ତ ହଉ ସତ୍ୟ ସତ୍ ଜଣା ପଡିବ।

related posts

Leave a Comment