Home Breaking News / ତାଜା ଖବର ଜଳଖିଆ ଦୋକାନୀ ଥାନାରେ ଅଟକ

ଜଳଖିଆ ଦୋକାନୀ ଥାନାରେ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପେଟ ପୋଷଣ ପାଇଁ ଲକ୍ ଡ଼ାଉନ୍ ଗାଇଡ଼ ଲାଇନ୍ ଉଲଂଘନ କରିଛନ୍ତି କିଛି ଜଳଖିଆ ଦୋକାନୀ । ଆଜି ଟାଉନ୍ ଥାନା ପୋଲିସ ସକାଳେ ପେଟ୍ରୋଲିଂ କରୁଥିବା ବେଳେ ଲକ୍ ଡ଼ାଉନ୍ ଗାଇଡ଼ ଲାଇନ୍ ଉଲଘଂନ କରିବା ଅଭିଯୋଗରେ କିଛି ଜଳଖିଆ ଦୋକାନୀ କୁ ଥାନା ରେ ଅଟକ ରଖିଥିବା ଜଣାପଡିଛି*।

related posts

Leave a Comment