Home Breaking News / ତାଜା ଖବର ଫୁଲବାଣୀରୁ ୧୩ ଓ ଜିଲ୍ଲାରେ ୭୨ ନୂତନ ପଜିଟିଭ

ଫୁଲବାଣୀରୁ ୧୩ ଓ ଜିଲ୍ଲାରେ ୭୨ ନୂତନ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯ ବଢିବାରେ ଲାଗିଛି। ଗୁରବାର ଜିଲ୍ଲାରେ ପୁଣି ୭୨ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ୧୩ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ଫୁଲବାଣୀ ସହରରୁ ଆଜି ଫୁଲ ବାଣୀ ସ।ହିରୁ ସର୍ବାଧିକ ୩ଜଣ ଚିହ୍ନଟ ହୋଇଥିବାବେଳେ ଗଣେଶ ମାକୈଟ ,ମାଷ୍ଟ୍ରପଡ଼ା,ରିଜର୍ଭ ଅଫିସ, ପିଅନ ପଡ଼ା, ମାଦି କୁନ୍ଦା , ପେଜିଂ ସାହି, ଶଗଡିଆ ସାହି, ଗୋପାଳ ସାହି, ସ୍ଵାଈଂକ ଲୋନୀ, ଓ ଦିବ୍ୟ ଜୀବନ ସଂଘ ନିକଟରୁ ଜଣେ ଲେଖାଏଁ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଫୁଲବାଣୀ ବ୍କକର ୩ଜଣ , ବାଲିଗୁଡ଼ା ସହରର ୮ଓବ୍ଲକ୍ ରୁ ୬ଜଣ, ଚକାପାଦ ୨,ଦ।ରିଙ୍ଗବାଡି ୬,ଜିଉଦୟଗିରି ୮,କନୁଆଗାଁ ୪,ଖଜୁରିପଡା ୧, ଫିରିଙ୍ଗିଆ ୮, ତୁମୁଡିବନ୍ଧ ୪,ରାଇକିଆ ୩ ଓ ଟିକା ବାଲିରୁ ୩, କୋଟଗଡ ୨,ଓକନ୍ଧମାଳର ଜଣେ ବାହାରେ ଚିହ୍ନଟ ହୋଇଛନ୍ତି ।
ଫଳରେ ଦିନକୁ ଦିନ ସହରରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ତେବେ ବୁଧବାରଠାରୁ ୧୪ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକଡାଉନ କୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି ପାଳନ କରୁଛି ପ୍ରଶାସନ ଓ ପୋଲି ସ,I ତଥାପି କିଛି ଅମାନିଆ କାର ଓ ବାଇକରେ ଅପରାହ୍ନରେ ସାହି ଗଳି କନ୍ଦିରେ ଚକ୍କର କାଟୁଥିବା ଦେଖାଯାଉଛି । ପୋଲିସ ଓ ପ୍ରଶାସନ ସଂଧ୍ୟ। କାଳିନ ବ୍ଳକିଙ୍ଗ ଓ ଚେକିଙ୍ଗ କୁ ଗୁରୁତ୍ଵ ଦେବାକୁ ଦାବୀ ହେଉଛି । ଆଜିର ୭୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏ ମୋଟ ୫୪୬
ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା କଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

related posts

Leave a Comment