Home Breaking News / ତାଜା ଖବର ବିବାହ ଅନୁମତି ପାଇଁ ଡାଏଲ କରନ୍ତୁ 100

ବିବାହ ଅନୁମତି ପାଇଁ ଡାଏଲ କରନ୍ତୁ 100

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିବାହ ଅନୁମତି ପାଇଁ 100କୁ ଡାଏଲ କରନ୍ତୁ । ଭୁବନେଶ୍ୱର ଡିସିପି ଅଫିସ ଯିବାକୁ ପଡ଼ିବ ନାହିଁ । ଆପଣଙ୍କ whats up ରେ ଅନୁମତି ପତ୍ର ପ୍ରଦାନ କରିବ କମିଶନରେଟ ପୋଲିସ । କୋରନା ସଂକମ୍ରଣକୁ ଦୃଷ୍ଟିରେ ରେ ୧୪ ଦିନିଆ ଲକ ଡାଉନରେ ଏବେ ନିଜେ ଘରେ ରହି ଫର୍ମ ପୁରଣ କରିପାରିବେ ଲୋକେ । ବିବାହ ହେଉ କିମ୍ବା ଅନ୍ତେଷ୍ଟି କ୍ରିୟା ସେଥିପାଇଁ ଡାଏଲ ୧୦୦ କିମ୍ବା ଆଉ ଏକ ନମ୍ବର ୮୧୪୪୨୦୭୧୦୦ରେ କଲ କରିବା ପରେ ଅନୁମତି ପାଇପାରିବେ । ଆପଣଙ୍କୁ ସେମାନେ whats up ରେ ଲାଇସେନ୍ସର form ଦେବେ ସେଠାରେ ଫର୍ମ ପୂରଣ କରିବା ପରେ ଲାଇସେନ୍ସ ସେଲକୁ ସେଣ୍ଡ ଦେଲେ ଆପଣଙ୍କୁ ଅନୁମତି ମିଳିବ। ଏବେ ଦେଶରେ ଦ୍ଵିତୀୟ ଲହରୀ ମାଡି ଚାଲିଥିବାରୁ ଏହାର ପ୍ରବାହରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ୧୪ ଦିନିଆ ଲକ ଡାଉନ ବେଲବ କେହି ଘରକୁ ନବହାରି ଡିଜିଟାଲ ମାଧ୍ୟମରେ ଅନୁମତି ପାଇଁ ଆବେଦନ କରିପାରିବେ ବୋଲି ଭୁବନେଶ୍ବର ଡିସିପି ଉମାଶାଙ୍କର ଦାସ ସୂଚନା ଦେଇଛନ୍ତି ।

related posts

Leave a Comment