Home Breaking News / ତାଜା ଖବର ସରକାରୀ ନିୟମକୁ ଫୁ କରି ଉଡେଇ ଦେଲେ ମଲ ମାଲିକ

ସରକାରୀ ନିୟମକୁ ଫୁ କରି ଉଡେଇ ଦେଲେ ମଲ ମାଲିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ଦୀପକ କୁମାର ମାଝି): ସରକାରୀ ନିୟମ୍ କୁ ଅଣଦେଖା କରିବା ସହ କୋବିଡ଼ ନିୟମ କୁ ଉଲଂଘନ କରିବା ଦେଖିବାକୁ ମିଳିଛି ସୁନାବେଡା ସହର ସ୍ଥିତ reliance megamart ରେ… ସରକାରୀ ନିୟମ ଅନୁଯାୟୀ କୌଣସି shoping mall ଖୋଲି ପାରିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଏଠାରେ ତାହା ପାଳନ ହେଉନାହିଁ। ଏହି mall ରେ ରାସନ ସାମଗ୍ରୀ ସହ ଘର ଆସବାବପତ୍ର ମଧ୍ୟ ମିଳେ। ରାସନ ଦୋକାନ ଖୋଲିବା ଅନୁମତି ଥିବା ରୁ ଏହାର ବାହାନା ରେ mall ଖୋଲା ରହୁଛି। mall ଭିତ କୁ ଜଣେ ଜଣେ ପ୍ରବେସ୍ କରୁଥିଲେ ମଧ୍ୟ ବାହାରେ ପ୍ରବଳ ଭିଡ ଜମୁଥିବା ର ଦେଖିବାକୁ ମିଳିଛି। ସୁନାବେଡା ରେ ଧୀରେ ଧୀରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ମଧ୍ୟ କରାଯାଉଛି। ତେବେ ଏଭଳି ଅବହେଳା ଯୋଗୁଁ ଏ ସବୁ କେବଳ ପ୍ରହସନ ହେଇ ରହିଯାଇଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

related posts

Leave a Comment