Home Breaking News / ତାଜା ଖବର ବିପୁଳ ପରିମାଣରେ କଫ ସିରପ ଜବତ

ବିପୁଳ ପରିମାଣରେ କଫ ସିରପ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଖପ୍ରାଖୋଲ ପୋଲିସ ବିପୁଳ ପରିମାଣରେ କଫ ସିରପ ଜବତ କରିବା ସହ 2ଜଣ ଙ୍କୁ ଅଟକ ରଖିଥିବା ଜଣାଯାଇଛି । ଖପ୍ରାଖୋଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଁ ଗମ୍ଭାରୀ ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ tata endica ଗାଡ଼ି ନଂ od 03 e 2284 ରୁ ବିପୁଳ ମାତ୍ରା ରେ କଫ ସିରପ ଜବତ କରିବା ସହ 2ଜଣଙ୍କୁ ଅଟକ ରଖି ଅଧିକ ପଚାର ଉଚୁର ଜରିରହିଥିବା ଜଣାଯାଏ । ପ୍ରକାଶ ଯେ ପାଟଣାଗଡ଼ ରୁ ଧଣ୍ଡାମୁଣ୍ଡା ଅଞ୍ଚଳକୁ ଚାଲାଣ ହେଉଥିବା ଜଣାଯାଇଛି । ଘଟଣା ସମ୍ପର୍କରେ ରେ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ ।

related posts

Leave a Comment