Home Breaking News / ତାଜା ଖବର ଛତ୍ରପୁର ଜେଲରେ ପହଞ୍ଚିଲା କରୋନା

ଛତ୍ରପୁର ଜେଲରେ ପହଞ୍ଚିଲା କରୋନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ଗଞ୍ଜାମ ଜିଲ୍ଲା ର ସଦର ମହକମା ଛତ୍ରପୁରରରେ ଥିବା ଉପ କାରାଗାରରେ କରୋନା ର ପ୍ରବେଶ ହଇଛି l କରୋନା ରେ କାର୍ଯ୍ୟରତ ଆସିଷ୍ଟାଣ୍ଡ ଜେଲର ଲୋମ୍ବଦର ଭୋଇ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି l 4ଜଣ କଏଦି ସଂକ୍ରମଣ ହୋଇଛନ୍ତି ସେଥିରୁ 2ଜଣ ମହିଳା କଏଦି ସଂଗରୋଧ ରେ ରହିଥିବା ବେଳେ 2ଜଣ ପୁରୁଷ କଏଦି ବ୍ରହ୍ମପୁର ସିଟି କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ଲ

related posts

Leave a Comment