Home Breaking News / ତାଜା ଖବର ସୁନାବେଡ଼ା ହାଲ୍ ଟାଉନ୍ସିପ୍: ଏଲ୍ ଜୋନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ସୁନାବେଡ଼ା ହାଲ୍ ଟାଉନ୍ସିପ୍: ଏଲ୍ ଜୋନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡ଼ା: ସୁନାବେଡ଼ା, ହାଲ୍ ଟାଉନ୍ସିପ୍ ରେ ଗତ କିଛି ଦିନ ମଧ୍ୟରେ କରୋନା ପଜିଟିଭ କେସ କ୍ରମାଗତ ଭାବେ ବଢ଼ିବା କାରଣ ରୁ ଆଜି କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହାଲ୍ ଟାଉନ୍ସିପ୍ ର୍ ଏଲ୍ ଜୋନ୍ ଠାରେ ଦୁଇଟି ଜାଗାରେ containment ଜୋନ୍ ଘୋଷଣା କରାଗଲା l ସୁନାବେଡ଼ା ମୁନିସିପାଲିଟି ତରଫରୁ ବାଉଁଶରେ ବାନ୍ଧି containment ଜୋନ୍ କୁ ଅବରୋଧ କରାଯାଇଛି l ଏହି containment ଜୋନ୍ ଟି may 3 ତାରିଖ ରୁ ଆରମ୍ଭ ହୋଇ ଆସନ୍ତା may 8 ତାରିଖ ପର୍ଯ୍ୟନ୍ତ ବଳବତ୍ତ ରହିବ l

related posts

Leave a Comment