Home Breaking News / ତାଜା ଖବର ସାଲେପୁର ସବଜେଲରେ ଜଣେ ବିଚାରଧିନ କଏଦୀ କରୋନା ପଜିଟିଭ

ସାଲେପୁର ସବଜେଲରେ ଜଣେ ବିଚାରଧିନ କଏଦୀ କରୋନା ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋତ୍ସ୍ନାରାଣୀ): ସାଲେପୁର ସବଜେଲରେ ଜଣେ ବିଚାରଧିନ କଏଦୀ ପିଜେଟିଭି ଆକ୍ରାନ୍ତ ଚିହ୍ନଟ ହେବାପରେ ପୁଣି ଆଉ 12 କଏଦୀ ପଜେଟିଭ ଚିହ୍ନଟ । ସବ ଜେଲ ରେ କଏଦୀ ପଜେଟିଭ ସଂଖ୍ୟା 13 ରେ ପହଁଚିଲା। ତେବେ ଏହି 12 କଏଦୀଙ୍କୁ ସ୍ୱତନ୍ତ୍ର ଆଇସୁଲେସନ ୱାର୍ଡ ରେ ରଖାଯାଇଛି । ପୂର୍ବରୁ ଜଣେ ପଜେଟିଭି ଥିବା କଏଦୀ ଏକାଙ୍କି ଏକ ସ୍ୱତନ୍ତ୍ର ସେଲ ରେ ରଖାଯାଇଛି ।ପୁରା ଜେଲକୁ ସାନିଟାଇଜ଼ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ ଗଠନ ହୋଇଛି । ଏପ୍ରଯ୍ୟନ୍ତ କାହାରି ଦେହ ଖରାପ ହୋଇନଥିବା ଜେଲ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।

related posts

Leave a Comment