Home Breaking News / ତାଜା ଖବର 14ଦିନିଆ ଲକଡାଉନର ପ୍ରଥମ ଦିନର ଯାଞ୍ଚ କଡାକଡ଼ି

14ଦିନିଆ ଲକଡାଉନର ପ୍ରଥମ ଦିନର ଯାଞ୍ଚ କଡାକଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର: କରୋନା ମହାମାରୀ ର ଦ୍ୱିତୀୟ ଲହରୀ ସାରା ରାଜ୍ୟ ରେ ଦ୍ରୁତ ଗତିରେ ବଢୁଥିବା ବେଳେ ଏହାକୁ ରୋକବା ପାଇଁ ରାଜ୍ୟ ସରକାର ମଇ 5ତାରିଖ ରୁ ମଇ 19ତାରିଖ ପ୍ରଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି !ଏହି 14ଦିନିଆଁ ଲକ ଡାଉନ ର ପ୍ରଥମ ଦିବସ ରେ ରାଜଗାଙ୍ଗପୁର ପୋଲିସ ପ୍ରଶାସନ ପକ୍ଷ ରୁ ରାଜଗାଙ୍ଗପୁର ସହର ବିଭିନ୍ନ ସ୍ଥାନ ଯେପରି ନୟାର ଚୋକ, ବାବା ଚୋକ, ଲିପଲୋଇ, ଓ ଅନ୍ୟାନ ସ୍ଥାନ ମାନଙ୍କ ରେ ହେଲମେଟ, ମାକ୍ସ, ଯାଞ୍ଚ କଡା କଡ଼ି ହୋଇଥିବା ବେଳେ ଯେଉଁ ମାନେ ଏହି ଲକ ଡାଉନ ସମୟ ରେ ବାହାରକୁ ବାହାରୁଛନ୍ତି ସେମାନ ଙ୍କୁ କେଉଁ କାମରେ ବାହାରିଛନ୍ତି ଓ କେଉଁଠିକି ଯାଉଛନ୍ତି ବୋଲି ଯାଞ୍ଚ କରାଯାଇଥିଲା !ଏହା ସହ ମୋଟର ସାଇକେଲ ରେ ୨ ଜଣ ନ ଯିବାକୁ ମଧ୍ୟ ମନା କରାଯାଇଥିଲା !ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳା ନନ୍ଦ ସାହୁ, ସବ ଇନିସ୍ପେକ୍ଟର ପିକେ ବେହେରା, ମୁକୁନ୍ଦ ମୁରାରୀ ପାତ୍ର, ଓ ଅନ୍ୟାନ ପୋଲିସ କର୍ମୀ ଙ୍କ ଦ୍ୱାରା ଲକ ଡାଉନ ର ପ୍ରଥମ ଦିନ ରେ କଡା କଡ଼ି ଯାଞ୍ଚ କରାଯାଇଥିଲା !

related posts

Leave a Comment