Home Breaking News / ତାଜା ଖବର ମଦ ବିରୋଧି ଆନ୍ଦୋଳନ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିକୁଦା(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଦସବାଟିଆ ରେ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଏକ ନୂଆ ମଦ ଦୋକାନ ତିଆରି ଚାଲିଥିଲା ଚାଲିଥିବା ସମୟ ରେ ସେଠିକାର ପାଖ ଗ୍ରାମର କିଛି ମହିଳା ଆସି ସେ ମଦ ଦୋକାନକୁ ବନ୍ଦ କରିବା ପାଇଁ ଦାବିକରିଛନ୍ତି ସେମାନେ କହିଛନ୍ତି ଆମ ଙ୍ଗାଆ ପାଖରେ ମଦ ଦୋକାନ ରହିବ ନାଇଁ
ପୁଣି କହିଛନ୍ତି ଯେ ଆମ ମାନଙ୍କ ପିଲା ସେ ବାଟ ଦେଇ କି ସ୍କୁଲ ଯାଉଛନ୍ତି ଟିଉସନ୍ ଯାଉଛନ୍ତି,ସେ ପାଖରେ ଆମ ମାନଙ୍କର ବିଲ ଅଛି ଆମେ ମାନେ ଚାଷ କରିପାରିବୁ ନାଇଁ
ସେଥି ପାଇଁ ଆମେ ସେ ଜାଗାରେ ମଦ ଦୋକାନ କରେଇ ଦେବୁ ନାଇଁ ଆଉ ଯେ ପର୍ଯ୍ୟନ୍ତ ତହସିଲ୍ ଦର୍ ବା କଲେକ୍ଟର ଆମମାନଙ୍କ କଥା ନ ଶୁଣିବେ ଆମେ କୁଆଡେ ଯିବୁ ନାଇଁ ପୂର୍ବରୁ ଥରେ କରିଥିଲୁ ସେତେବେଳେ ପୁରୁଣା ମଦ ଦୋକାନ ଥିଲା ଏବେ ଆଉଥରେ କରିଛୁ

related posts

Leave a Comment