Home Breaking News / ତାଜା ଖବର ଆଜି ଠୁ ଆରମ୍ଭ ହେଲା ଲକଡାଉନ

ଆଜି ଠୁ ଆରମ୍ଭ ହେଲା ଲକଡାଉନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ l ୧୪ ଦିନିଆ ଲକଡାଉନ ପାଇଁ କମିଶନରେଟ ପୋଲିସ ଏବଂ ଗ୍ରାମାଞ୍ଚଳ ପୋଲିସ କରିଛନ୍ତି କଡ଼ା କଡ଼ି ବ୍ୟବସ୍ଥା l ରାଜ୍ୟର ସମସ୍ତ ସହରାଂଚଳ ଏବଂ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଟାଙ୍ଗୀ-ଚୌଦ୍ୱାର ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଏହି ଲକଡାଉନ ସମୟରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଅତ୍ୟାବସିକ ସାମଗ୍ରୀ ଦୋକାନ ଗୁଡ଼ିକ ଖୋଲା ରହିଛି l କିନ୍ତୁ ବ୍ୟବସାୟୀ ଏବଂ ଖାଉଟି ଯେପରି କୋଭିଡ ନିୟମ ଉଲଂଘନ ନକରନ୍ତି ତାହା ଉପରେ ପୋଲିସ କଡ଼ାକଡ଼ିଭାବେ ନଜର ରଖିଛି l ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କ ଠାରୁ ଉପଯୁକ୍ତ ପ୍ରମାଣ ଦେଖି ପୋଲିସ ଛାଡୁଥିବାର ନଜର ଆସିଛି l

related posts

Leave a Comment