Home Breaking News / ତାଜା ଖବର ହାଟମୁନିଗୁଡାରେ NH,PH କାର୍ଡ ଚାଉଳ ବଣ୍ଟନ

ହାଟମୁନିଗୁଡାରେ NH,PH କାର୍ଡ ଚାଉଳ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): କୋରନା ସ°କ୍ରମଣ ମ୍ରୁତ୍ୟ ସ°ଖ୍ୟା ହୁହୁ ହେଇ ବ୍ରୁଧି ପାଉଛି |ଆମ ସସସ୍ତ କ° ଜୀବନ ଆଶ°ଙ୍କା ଘେରରେ ରହିଛି |ଏହି ସ°କ୍ରମଣ ରୁ ନିଜ କୁ ରଖ୍ୟା ପାଇଁ ପ୍ରଶାସନ ମେ,05 ରୁ ୧୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି |
ତଥାପି ଲୋକଙ୍କ ଭୟ ଯାଉନି
ଆଜି ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ରେ ଏପରି ଏକ ଦ୍ରୁଶ୍ୟ ଦେଖିବାକୁ ମିଲିଛି NH,PH, ରେସନ କାର୍ଡ ଚାଉଳ ଵଣ୍ଟନ ସ୍ଥାନ ରେ ନାଇ ନ ଥିବା ଗହଳି ହଉଛି |ଏହି ଦ୍ରୁଶ୍ୟ ଦେଖିଲେ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚି ହେବ ସତେ ଯେମିତି ଏ ମାନକୁ° କୋରନା ର ଟିକେ ବି ଭୟ ନାହିଁ ଚାଉଳ ଶିଘ୍ର ବଡେଇଵା ଆଶା ରେ ଏମାନେ ଭୁଲିଯାଇଛନ୍ତି ସାମାଜିକ ଦୂରତ୍ବା ଓ ମାସ୍କ ବ୍ୟବହାର ଗୁରୁତ୍ବ ସମସ୍ତେ ଠେଲାପେଳା ହେଇ ଚାଉଳ ମେସିନ ଧାରି ବ୍ୟକ୍ତି ଙ୍କ ଚାରିପଟେ ଭିଡ ଜମେଇଛନ୍ତି |ଠେଲାପେଲା ରେ ପ୍ରାୟ ଲୋକଙ୍କ ମାସ୍କ ବି ଖସି ଯାଇଛି |ଏହିପରି ଚାଉଳ ଶିଘ୍ର ପାଇଵା ଆସା ରେ Covid 19 ର ନିୟମ କାନୁନ ଭୂଲିଯାଇ କାର୍ଡ ର ବ୍ୟସ୍ତ ରେ ରହିଛନ୍ତି
ପଞ୍ଚାୟତ ଅଧିକାରି VLW ଭିଡ ଦେଖି ବି ନିରବ ଅଛନ୍ତି |

related posts

Leave a Comment