Home Breaking News / ତାଜା ଖବର ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ସିଞ୍ଚନ

ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ସିଞ୍ଚନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସରକାର ଙ୍କ ପକ୍ଷ୍ୟ ରୁ 14ଦିନିଆ Lock down ଆରମ୍ଭ ହେଇଯାଇଛି। ବୋରିଗୁମ୍ମା ରେ ଲଗାତାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଣୁ ଏହି ସଂକ୍ରମଣ କୁ ରୋକିବା ଲାଗି ଅଣ୍ଟା ଭିଡ଼ିଚି ପ୍ରଶାସନ। ଆଜି ସକାଳୁ ତହସିଲଦାର ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ରଇତ ଓ ତାଙ୍କ team ଙ୍କ ସହ ମିଶି ବୋରିଗୁମ୍ମା ର ଦୈନିକ ବଜାର ବୁଲି ଦୋକାନୀ ମାନଙ୍କୁ କରୋନା ବିଷୟ ରେ ସଚେତନ କରେଇବା ସହ 20 ଫୁଟ ଦୂର ରେ ବସିବା ପାଇଁ ଅନୁରୋଧ କରିଥିଲେ ଅନ୍ୟପଟେ ବୋରିଗୁମ୍ମା ଅଗ୍ନିଶମ ବିଭାଗ ର ଅଗ୍ନିଶମ ଅଧିକାରୀ ଦୁରଦକ୍ଷ ବାଘ ଓ ତାଙ୍କ team ମିଶି ସହର ର ବିଭିନ୍ନ ଜଣ ଗହଳି ପୂର୍ଣ୍ଣ ସ୍ଥାନ, ବୋରିଗୁମ୍ମା ଥାନା,ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଓ ସଂକ୍ରମିତ ଚିହ୍ନଟ ହେଇଥିବା ସ୍ଥାନ ଗୁଡିକ ରେ ବିଶୋଧନ ସିଞ୍ଚନ କରାଯାଇଥିଲା। ଅଗ୍ନିଶମ ବିଭାଗ ର ଏହି ଆଗୁଆ ପଦକ୍ଷେପ ଯୋଗୁ ଅଗ୍ନିଶମ ବିଭାଗ ଓ ପ୍ରଶାସନ କୁ ଧନ୍ୟବାଦ ଜଣେଇଛନ୍ତି ବୋରିଗୁମ୍ମା ବାସୀ। ଠିକ ସେହିପରି ଏହି କାର୍ଯ୍ୟକ୍ରମ ରେ ବୋରିଗୁମ୍ମା ପୋଲିସ ବିଭାଗ ,ତହସିଲଦାର , ବୋରିଗୁମ୍ମା ର ସାମ୍ବାଦିକ ଙ୍କ ସହଯୋଗ କୁ ଧନ୍ୟବାଦ ଜ ଜଣେଇଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ

related posts

Leave a Comment