Home Breaking News / ତାଜା ଖବର ଫୁଲବାଣୀରୁ ୧୪ ମିଶାଇ ଜିଲ୍ଲାରେ ୫୨ନୁତନ ପଜିଟିଭ

ଫୁଲବାଣୀରୁ ୧୪ ମିଶାଇ ଜିଲ୍ଲାରେ ୫୨ନୁତନ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯା କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି। ବୁଧବାର ଜିଲ୍ଲାରେ ପୁଣି ୫୨ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ୧୪ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ଫୁଲବାଣୀ ସହରରୁ ଆଜି ମାଷ୍ଟ୍ର ପଡା , ନାରାୟଣୀ ରୋଡ, ଫୁଲ ବାଣୀ ସ।ହିଓ ଅମଲାପଡ଼ାରୁ ୨ ଜଣ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଲକ୍ଷ୍ମୀ ମାର୍କେଟ, ହାଟପଦା, ଗଣେଶ ବଜାର,କୋର୍ଟ ଛକ୍, ଫରେଷ୍ଟ କଲୋନୀ, ଓ ଦିବ୍ୟ ଜୀବନ ସଂଘ ନିକଟରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଫୁଲବାଣୀ ବ୍କକର ୬ଜଣ ବାଲିଗୁଡ଼ା ସହରର ୨ଓବ୍ଲକ୍ ରୁ ୨ଜଣ, ଚକାପାଦ ୨,ଦୀରିଙ୍ଗବାଡି ୧,ଜିଉଦୟଗିରି ୩,କନୁଆଗାଁ ୨,ଖଜୁରିପଡା ୩, ଫିରିଙ୍ଗିଆ ୫, ତୁମୁଡିବନ୍ଧ ୪,ରାଇକିଆ ୧ ଓ ଟିକା ବାଲିରୁ ୧, ଚିହ୍ନଟ ହୋଇଛନ୍ତି ।
, ଫଳରେ ସହରରେ ବିଭିନ୍ନ ସାହି ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁଚନା ଦେଇଛି ।
ଫଳରେ ଦିନକୁ ଦିନ ସହରରେମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ତେବେ ଆଜି ବୁଧବାରଠାରୁ ୧୪ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକଡାଉନ କୁ କଡ଼ାକଡ଼ି ପାଳନ କରିଛି ପ୍ରଶାସନ ଓ ପୋଲି ସ,I ଫଳରେ ଆଗାମୀ ଦିନରେ ଉପର ମୁହଁ । ହେଉଥିବା କରୋନାଗ୍ରାଫ ତଳ ମୁହଁ । ହେବ ବୋଲି ଆଶା କରାଯାଉଛି।

related posts

Leave a Comment