Home Breaking News / ତାଜା ଖବର ଖତକୁରବାହାଲରେ ଉତେଜନା: ପ୍ରଶାସନ ଓ ଗ୍ରାମବାସୀ ମୁହାଁ ମୁହିଁ

ଖତକୁରବାହାଲରେ ଉତେଜନା: ପ୍ରଶାସନ ଓ ଗ୍ରାମବାସୀ ମୁହାଁ ମୁହିଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର :-ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁର ବାହାଲ ଗ୍ରାମ ରେ ପ୍ରଶାସନ ଓ ଗ୍ରାମବାସୀ ମୁହାଁ ମୁହିଁ ହୋଇଥିବା ବେଳେ ଗ୍ରାମ ରେ ତୀବ୍ର ଉତେଜନା ଦେଖା ଦେଇଥିବା ଜଣା ପଡିଛି !ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ସୁନ୍ଦର ଗଡ଼ ଜିଲ୍ଲା ଉପ ଜିଲ୍ଲା ପାଳ ଅଭିମନ୍ୟୁ ବେହେରା,କୁତ୍ରା ତଅସିଲ ଦାର ରବୀନ୍ଦ୍ର କୁମାର ସେଠି,ଅତିରିକ୍ତ ତଅସିଲ ଦାର ହାବିଲ ଖାକା, କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା,ସମେତ ପ୍ରାୟ 5ପ୍ଲାଟୁନ ପୋଲିସ ସହ ଖତକୁର ବାହାଲ ସ୍ଥିତ ଚୂନ ପଥର ଖଣି ରେ ଜେସିବି ସାହାଯ୍ୟ ରେ ଖଣି ନିକଟ ରେ ଥିବା ଖତ କୁର ବାହାଲ ସ୍ଥିତ ପତ୍ରା ଟୋଲୀ ଗ୍ରାମ କୁ ଯାଇଥିବା ରାସ୍ତା କୁ ଖୋଳିବା କୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟ ରେ ଉତେଜନା ସୃଷ୍ଟି ହୋଇଥିଲା !ପରିସ୍ଥିତି ଅସମ୍ଭାଳ ହେବା ଯୋଗୁଁ ପୋଲିସ ଗ୍ରାମବାସୀ ଙ୍କ ଉପରେ ମୃଦୁ ଲାଠି ଚଲାଣ ସହିତ 11ଜଣକୁ ଅଟକ ରଖି ଥିବା ଜଣା ପଡିଛି !

related posts

Leave a Comment