Home Breaking News / ତାଜା ଖବର ସୋସିଆଲ ମିଡ଼ିଆରେ ପ୍ରସାରିତ ହେବାପରେ ପ୍ରଶାସନ ତତ୍ପର

ସୋସିଆଲ ମିଡ଼ିଆରେ ପ୍ରସାରିତ ହେବାପରେ ପ୍ରଶାସନ ତତ୍ପର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଗତ ଅପ୍ରେଲ ମାସ‌ ୨୬ତାରିଖରେ ଟାଇମ୍ସ ୱ।ନ ଓଡ଼ିଆ ଗଣମାଧ୍ୟମ ପକ୍ଷରୁ ଖଣ୍ଡପଡ଼ା ସହର ଗଡଭିତରସାହି ବାପୁନୀ ମାଝୀଙ୍କ ଦୁଃଖଭରା କାହାଣୀ‌ ସୋସିଆଲ ମିଡ଼ିଆ ରେ ପ୍ରସାରିତ ହୋଇଥିଲା । ଫଳରେ All india human rights commission ନୟାଗଡ ଜିଲ୍ଲା ପକ୍ଷରୁ ଖଣ୍ଡପଡ଼ା ସହର ଗଡଭିତରସାହି‌‌ ସ୍ଥିତ‌ ବାପୁନୀ‌ଙ୍କ‌ ବାସଭବନରେ ପହଞ୍ଚି‌ ବାପୁନୀ‌ ଉଦ୍ଧାରକରି ତାଙ୍କର ସମସ୍ତ ପ୍ରକାର ଚିକିତ୍ସା ସରକାରଙ୍କ ତରଫରୁ ଯୋଗାଇ ଦେବାକୁ ପ୍ରକାଶ କରିଛନ୍ତି।

related posts

Leave a Comment