Home Breaking News / ତାଜା ଖବର ବିଶାଖାପାଟଣାରେ ଓଡ଼ିଆ ଯୁବ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ

ବିଶାଖାପାଟଣାରେ ଓଡ଼ିଆ ଯୁବ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ):ବିଶାଖାପାଟଣାରେ ଗୋଟିଏ ଇଂରାଜୀ ଦୈନିକ ପତ୍ରିକାରେ କାର୍ଯ୍ୟରତ ଜଣେ ଓଡ଼ିଆ ଯୁବ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ଘଟିଛି. ସୁକିତ୍ ଓଙ୍କା, ସାମ୍ବାଦିକ ଯିଏ ପୂର୍ବରୁ ଡେକାନ୍ କ୍ରୋନିକଲରେ କାମ କରୁଥିଲେ ଏବଂ ବର୍ତ୍ତମାନ ପିୟୋନିଅର୍ ଇଂରାଜୀ ପତ୍ରିକାରେ କାର୍ଯ୍ୟ କରୁଛନ୍ତି, ସେ ଗତ ଆଠ କିମ୍ବା ନଅ ଦିନ ଧରି କରୋନା ପଜିଟିଭ ଚିହ୍ନଟ ହୋଇ ବିଶାଖାପାଟଣା କିଙ୍ଗ ଜର୍ଜ ହସପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ଆଜି ସନ୍ଧ୍ୟାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି. ସୁମିତଙ୍କ ଓଡ଼ିଶାର କୋରାପୁଟ ଜିଲ୍ଲାର ବାସିନ୍ଦା ଏବଂ ତାଙ୍କ ବୟସ ୩୦ ବର୍ଷ, ସେ ତାଙ୍କର ସାମ୍ବାଦିକ ଜୀବନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆରମ୍ଭ କରିଥିଲେ.

related posts

Leave a Comment