Home Breaking News / ତାଜା ଖବର ପଣସ ଭିତରେ ଗଞ୍ଜେଇ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ବିଶ୍ୱଜୀତ ପାଣିଗ୍ରାହୀ): sdpo ସଞ୍ଜୟ ମହାପାତ୍ର ଙ୍କ ନେତୃତ୍ୱରେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ସୂତ୍ର ରୁ ଖବର ପାଇ ଟିକାପୁଟ ଛକ ନିକଟରୁ ଏକ ଦଶଚକିଆ ପଣସ ବୋଝେଇ ଟ୍ରକ କୁ ଅଟକାଇ ଥିଲା..ପୋଲିସ୍ ,ଟ୍ରକ କୁ ଯାଞ୍ଚ କରିବା ସମୟ ରେ ପଣସ ଭିତରୁ ଗଞ୍ଜେଇ ବ୍ୟାଗ ଜବତ କରିଥିଲା ପୋଲିସ…3 ଜଣଙ୍କୁ ଗିରଫ କରିବା ସହ 4 ଟି ମୋବାଇଲ ଫୋନ ସହ 3500 ଟଙ୍କା ଏବଂ ଦଶଚକିଆ ଟ୍ରକ କୁ ଜବତ କରିଛି ପୋଲିସ…ଜବତ ଗଞ୍ଜେଇର ବଜାର ର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି sdpo ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି..ମାଛକୁଣ୍ଡ ରୁ ଆନ୍ଧ୍ରର ଗୁଣ୍ଟୁର କୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ…3 ଅଭିଯୁକ୍ତଙ୍କୁ ଆଜି କୌର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି sdpo।

related posts

Leave a Comment