Home Breaking News / ତାଜା ଖବର ଚୋରା ମଦ କାରବାର ବେଳେ ଚାନ୍ଦୋଳ ଫାଣ୍ଡି ଅଧିକାରୀଙ୍କ ଚଢ଼ାଉ

ଚୋରା ମଦ କାରବାର ବେଳେ ଚାନ୍ଦୋଳ ଫାଣ୍ଡି ଅଧିକାରୀଙ୍କ ଚଢ଼ାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ କୁମାର ସାହୁ): କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଂଜନ ପାଣିଗ୍ରାହୀ ଙ୍କ ଆଉ ଏକ ବଡ଼ ସଫଳତା ଦିନକୁ ଦିନ ଚୋରା ମଦ କାରବାର ଏବେ ବଢିବାରେ ଲାଗିଛି ବର୍ତ୍ତମାନ କରୋନା ମହାମାରୀ ସମୟରେ ୟାର ଫାଇଦା ଉଠାଉଛନ୍ତି କିଛି ଚୋରା ମଦ ବ୍ୟବସାୟୀ l ଆଜି ଚାନ୍ଦୋଳ ପୋଲିସ ଅଧିକାରୀଙ୍କ ଟିମ୍ ୨ ଗୋଟି କାର ଏବଂ ଗୋଟେ ସ୍କୁଟୀ କୁ ଜବତ କରି ସେଥିରୁ ବିପୁଳ ପରିମାଣରେ ଚୋରା ମଦ ଜବତ କରିଛି l ହେଲେ ସାଧାରଣରେ ପ୍ରଶ୍ନ ଉଠୁଛି ଏମାନେ କାହା ଛତ୍ର ଛାୟା ତଳେ ରହି ଏହିଭଳି ଚୋରା ମଦ କାରବାର ର ବିସ୍ତାର କରୁଛନ୍ତି l ଆଗମୀ ଦିନରେ କେନ୍ଦ୍ରାପଡ଼ା ପୋଲିସ ଏମାନଙ୍କ ପାଇଁ କିଭଳି କଠୋର ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା l

related posts

Leave a Comment