Home Breaking News / ତାଜା ଖବର ଗଳା କାଟି ହତ୍ୟା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର ଜିଲ୍ଲା ଵିଶିମୁଣ୍ଡରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ l ଵିଶିମୁଣ୍ଡା ମୁର୍ଗାବାଡ଼ି ଛକରେ ଏକ ଆଶ୍ରମ କରି ରହୁଥିବା କୃଷ୍ଣଚନ୍ଦ୍ର ଦାସ ନାମକ ଜଣେ ବାବା ଙ୍କୁ କେହି ଜଣେ ଦୁର୍ବୃତ୍ତ ଗଲାକଟି ହତ୍ୟା କରିଛି l ଆଜି ଦିନ ପ୍ରାୟ 10 ଟା ପର୍ଯ୍ୟନ୍ତ ତାଙ୍କ ଶୋଇବା ଘରୁ ନା ବାହାରିବାରୁ ତାଙ୍କୁ ଭିତରକୁ ଯାଇ କିଛି ଲୋକଙ୍କୁ ଦେଖିଥିଲେ l ତାଙ୍କୁ କେହି ଦୁର୍ବୃତ୍ତ ଗଲାକଟି ହତ୍ୟା କରିଥିବା ଦେଖିବାକୁ ପାଇବା ପରେ ପୋଲିସ କୁ ଖବର ଦେଇଥିଲେ l ଘଟଣା ସ୍ଥଳକୁ ବର୍ତମାନ ସୋନପୁର ପୋଲିସ ପହଂଚି ତଦନ୍ତ ଚଳାଇଥିବା ବେଳେ କିଏ ଏବଂ କାହିଁକି ହତ୍ୟା କରିଛି ବର୍ତମାନ ପର୍ଯ୍ୟନ୍ତ ଜନ ପଡ଼ିନାହିଁ l ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ଲ

related posts

Leave a Comment