Home Breaking News / ତାଜା ଖବର ଦୋକାନ ବଜାର କଡାକଡି ଯାଞ୍ଚ

ଦୋକାନ ବଜାର କଡାକଡି ଯାଞ୍ଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): କୋଭିଟ 19 ର ଦ୍ବିତିୟ ଲହରି କମ୍ ସମୟ ବ୍ୟବଧାନ ରେ ତିବ୍ର ଗତି ରେ ଲୋକ ମାନଙ୍କୁ ବ୍ୟପୁଥିବାରୁ ଏହାକୁ କେନ୍ଦ୍ର କରି ବ୍ୟବସାୟି ସ°ଘ ପୂର୍ବହ୍ନ ୦୬ ରୁ ଅପରାହ୍ନ ୦୨ ଯାଇ ଦୋକାନ ବଜାର ଖୋଲିବା ପାଇଁ ପ୍ରଶାସନ କୁ ଦାବି କରିଥିଲେ ପ୍ରଶାସନ ଦାବି କୁ ସ୍ବୀକାର କରି କୋଭିଟ୧୯ ନିୟମ ନୁ ସାରେ ସାମାଜିକ ଦୂରତା ମଧ୍ୟରେ ଦୋକାନ ବଜାର ଖୋଲା ରହିବାକୁ ପ୍ରଶାସନ ଙ୍କ ନିର୍ଦେଶ
ଆଜି ରାୟଗଡା ଜିଲ୍ଳା ଅନ୍ତର୍ଗତ ବିଷମ କଟକ ଠାରେ ବିଷମକଟକ ତହସିଲ ଶୂଭେନ୍ଦୁ ଜେନା,ଓ BDO ପୋଲିଷ ଟିମ ସହିତ ବିଷମକଟକ ପ୍ରତ୍ୟକ ଦୋକାନ କୁ କଢାକୁଢି ଭାବେ ଯାଞ୍ଚ କରୁଛନ୍ତି |କୋଭିଟ ନିୟମ ଉଲଙ୍ଗନ କାରି କୁ ଫାଇନ ତାହା ସହିତ ଦୋକାନ କୁ ସିଲ କରାଯିବ ବୋଲି ପ୍ରତ୍ୟକ ବଜାର ବୁଲି ତହସିଲଦାର ନିର୍ଦେଶ ଦେଉଛନ୍ତି
ମାର୍କମା ବଜାର ସାହିରେ ବି.ତ୍ରୀପାଠି ଦୋକାନ ରେ ସାମାଜିକ ଦୂରତା କୁ ଉଲଘ°ନ କରି ଦୋକାନ ରେ ବିକ୍ରୟ କରୁଥିବାରୁ ତହସିଲ ଶୂଭେନ୍ଦୁ ଜେନା ଚଢଉ କରିଥିଲେ |ଏଵ° ୩୦୦୦ ଟଙ୍କା ଫାଇନ ଆଦାୟ କଲେ ଓ କୋଭିଟ ୧୯ ନିୟମ ନୁ ଯାଇ ଦୋକାନ ଚଳେଇବାକୁ ନିର୍ଦେଶ ଦେଲେ |

related posts

Leave a Comment