Home Breaking News / ତାଜା ଖବର ଅସହାୟକୁ ସହାୟ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିକୁଦା(ନିଗମାନନ୍ଦ ଦାଶ):- ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ କଂସାରିକୁଦ ଗ୍ରାମ ର ଭଗବତ ଦାସ ସେ ଦୀର୍ଘ ସତ ବର୍ଷ ହେବ ସେ ପରାଲିଶି ରେ ଆକ୍ରାନ୍ତ ତେଣୁ ସେ ବହୁତ୍ ଅସୁବିଧାରେ ରହୁଥିଲେ | ପରିବାରକୁ ସହାୟତା ର ହାତ ବାଢେଇଛନ୍ତି ବାଲିକୁଦା ଏରସମା ର ୟୁଥ୍ ଫାଉଣ୍ଡେସନ ଗ୍ରୁପ୍ ର ମାନସ କୁମାର ସାହୁ ଓ ତାଙ୍କ ଗ୍ରୁପ୍ ମେମ୍ବର ପ୍ରଶାନ୍ତ ଦାସ,ସୁରେନ୍ଦ୍ର ଦାସ,ପପୁ,ବିଶୁ,ତାପସ ସେ ପରିବରକୁ ଗୋଟେ ମାସ ପାଇଁ ରାସନ୍ ଜିନିଷ ଯୋଗେଇଦେଇଛନ୍ତି

related posts

Leave a Comment