Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲଷ୍ମୀପୁର(ଦୀପକ କୁମାର ମାଝୀ): ଆଜି ସନ୍ଧ୍ୟା ସମୟ ରେ ,ଲଷ୍ମୀପୁର ଘାଟି ରେ ଏକ ସଡକ ଦୁର୍ଘଟଣା ରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତବ୍ୟକ୍ତି ଙ୍କ ନାମ୍ କୈଳାଶ ଚନ୍ଦ୍ର ପୃଷ୍ଟି, ସେ ଦସମନ୍ତପୁର ବ୍ଲକ ର କେସ୍କାପାଡି ରେ ଜଣେ ସ୍ୱାସ୍ଥ୍ୟକର୍ମୀ ଭାବ ରେ କାର୍ଯ୍ୟରତ ଥିଲେ ,ଆଜି ସନ୍ଧ୍ୟା ସମୟ ରେ ନିଜ କାର୍ଯ୍ୟ ସାରି ସେମିଳିଗୁଡା ସ୍ଥିତ ନିଜ ଘରକୁ ଫେରୁଥିବା ସମୟ ରେ ଅଜଣା ଗାଡି ଧକା ରେ ତାଙ୍କ ମୃତ୍ୟୁ ଘଟିଛି।ସେ ଅଂଚଳ ଟି ଜନଶୂନ୍ୟ ଅଂଚଳ ହେଇଥିବାରୁ ଦୁର୍ଘଟଣା ଘଟେଇ ଗାଡି ସେଠାରୁ ପଳେଇ ଯାଇଥିଲା ,କିଛି ସମୟ ପରେ ସ୍ଥାନୀୟ ଯୁବକ ମାନେ ଆହତଙ୍କୁ ଦେଖି ଉଦ୍ଧାର କରିବାକୁ ଯାଇଥିଲେ ,କିନ୍ତୁ ସେତେବେଳ ଙ୍କୁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

related posts

Leave a Comment