Home Breaking News / ତାଜା ଖବର ଅଜଣା ମହିଳାଙ୍କ ଶବ ଉଦ୍ଧାର

ଅଜଣା ମହିଳାଙ୍କ ଶବ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ବିନିକା ଥାନା ଘୋଡାଧାର ଗ୍ରାମ ଅଙ୍ଗନଦି ରୁ ଏକ ଅଜଣା ମହିଳା ଶବ କୁ ଆଜି ବିନିକା ପୁଲିସ ଜବତ କରିଥିବା ଜଣାପଡିଛି । ପ୍ରତ୍ୟକ୍ଷ ଦଶ୍ରୀ କହିବା ଅନୁସାରେ ଗତ ୨୯ ତାରିଖ ଗୁରୁବାର ଦିନ ସକାଳ ୯ ଘଣ୍ଟା ସମୟରେ ସୋନପୁର ପଟରୁ ଏକ ଲାଲ ରଙ୍ଗର ଡାଲା ଗାଡ଼ିରେ ଅଙ୍ଗନଦି ବ୍ରିଚ ପାର ହୋଇ ବିନିକା ପଟ ରେ ନଦୀ ଭିତରେ କିଛି ଦୁର ଯାଇ ଏକ ଭୁଟାନ ଭିତରେ ଫୋପାଡି ଦେଇ ଥିଲେ । ସେଠାରୁ ପୁଣି ଗାଡ଼ି ଫେରାଇ ସୋନପୁର ପଟକୁ ଚାଲିଥିବା ପ୍ରକାଶ କରିଛନ୍ତି ।ଦିଦିନ ପରେ ସୁଚନା ପାଇ ବିନିକା ତହସିଲ ଦାର ତଥା ମାଜିଷ୍ଟ୍ରେଟ ଅଲେଖ ଘୁଟା , ବିନିକା ଏ ଭିଡିଓ ନିରଞ୍ଜନ ନାଏକ ଙ୍କ ଉପସ୍ଥିତି ରେ ବିନିକା ପୁଲିସ ଶବ ଜବତ କରି ଵିନିକା ଡାକ୍ତର ଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡିଛି ।

related posts

Leave a Comment