Home Breaking News / ତାଜା ଖବର ପ୍ରବାସି ଓଡିଆଙ୍କଠାରୁ ଦାବି କରିଥିବା ଟଙ୍କାର ବିଳମ୍ବ ହେତୁ ଶବକୁ ରାସ୍ତାରେ ଫୋପାଡି ଦେଲେ ମେଡିକାଲ କର୍ତୃପକ୍ଷ

ପ୍ରବାସି ଓଡିଆଙ୍କଠାରୁ ଦାବି କରିଥିବା ଟଙ୍କାର ବିଳମ୍ବ ହେତୁ ଶବକୁ ରାସ୍ତାରେ ଫୋପାଡି ଦେଲେ ମେଡିକାଲ କର୍ତୃପକ୍ଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାର ଅନେକ ଓଡିଅ। ସୁରତ ଉପରେ ନିର୍ଭର କରୁଥିବା ବେଳେ ଅ।ସିକା ମଙ୍ଗଳପୁର ଗାଁର ଭଗବାନ ନାୟକ ନାମକ ବ୍ୟକ୍ତି ମଧ୍ୟ ସେଠାରେ ପେଟ ପାଇଁ ପଡିଥିଲେ । ତେବେ ଗଲା କିଛି ଦିନ ହେବ ସେ ଅସୁସ୍ଥ ହୋଇ ସୁରତ ପାଣ୍ଡେସରା ଠାରେ ଥିବା ପ୍ରିୟା ନାମକ ଏକ ଘରୋଇ ମେଡିକାଲରେ ଚିକିଛା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ପରେ 85000ଟ ଦାବି କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଟଙ୍କା ଦେବାରେ ବିଳମ୍ବ ହେତୁ ମେଡିକାଲ କର୍ତ୍ତୃପକ୍ଷ ମୃତ ଦେହକୁ ରାସ୍ତା କଡରେ ଥୋଇ ଦେଇ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ସ୍ଥାନିୟ ପ୍ରଶାସନ ଜାଣିବା ପରେ ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଅ।ରମ୍ବ କରିଥିବା ସୂଚନା ମିଳିଛି ।

related posts

Leave a Comment