Home Breaking News / ତାଜା ଖବର ସଟଡାଉନ ବେଳେ ଫୁଲବାଣୀରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ

ସଟଡାଉନ ବେଳେ ଫୁଲବାଣୀରେ ଦୁଇ ଦୁଇଟା ଗାଡି ପୋଡ଼ିଲେ ଦୁର୍ବୁତ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସଟ ଡାଉନ ଫାଇଦା ନେଇ କିଛି ଦୁର୍ବୁତ୍ତ SBI କ୍ୟାସ୍ ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ | ଫୁଲବାଣୀ ସଦର ମହକୁମା ପିଅନପଡl ର ଗୁଡିପିଟା ସାହି ଗତ ବିଳମ୍ବିତ ରାତିରେ SBI କେଶ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ | ତାଲା ନ ଭାଙ୍ଗି ବାରୁ SBI କ୍ୟାସ୍ ଗାଡି କୁ ନିଆ ଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ SWIFT DIZERO ଗାଡି କୁ ମଧ୍ୟ ପୋଡି ଦେଇଥିଲେଦୁର୍ବୁତ୍ତ ମାନେ l ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ସବଦ ଶୁଣି ରହୁ ଥିବା ସ୍ତାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛିl ଫଳରେ ନିଆ ଲିଭାଇବା ସହ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି | ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡି ଛନ୍ତି ଓ କାହିଁକି ପୋଡି ଛନ୍ତି ତାର ତଦନ୍ତ ଚାଲିଥିବା କଥା ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ |

related posts

Leave a Comment