Home Breaking News / ତାଜା ଖବର ମାନସିକ ବିକୃତ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

ମାନସିକ ବିକୃତ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ସପ୍ତାହନ୍ତ ସଟଡାଉନରେ ଇଫକୋ ଛକ ଯୁବକ ସଂଘ ତରଫରୁ ମାନସିକ ବିକୃତ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ… ପାରାଦୀପ ରେ ସପ୍ତାହନ୍ତ ଦୁତୀୟ ସପ୍ତାହ ଶନିବାର ସଟଡାଉନ… ଏହି ସଟଡାଉନ ସମୟରେ ପାରାଦୀପ ରେ ଥିବା ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ପଖ୍ୟରୁ ମାନସିକ ବିକୃତ ଲୋକମାନଙ୍କୁ ଖାଦ୍ୟ ଯୋଗାଇଦିଆଯାଇଥାଏ… କିନ୍ତୁ ପରିତାପର ବିଷୟ ଏବର୍ଷ ସେସବୁ ଦେଖିବାକୁ ମିଳୁନଥିବା ସମୟରେ ଗତକାଲି ପାରାଦୀପ ର ଯୁବକ ସଂଘ ପଖ୍ୟରୁ ପାରାଦୀପର ବିଭିନ୍ନ ସ୍ଥାନରେ ଥିବା ମାନସିକ ବିକୃତ ଲୋକମାନଙ୍କୁ ଖାଦ୍ୟ ଯୋଗାଣ ବେବସ୍ଥା ଦେଖିବାକୁ ମିଳିଥିଲା… ପ୍ରଥମ ସପ୍ତାହନ୍ତ ସଟଡାଉନରେ ମଧ୍ୟ ଏଭଳି କାର୍ଯ୍ୟ ଆରମ୍ଭ କରି ଥିବା ବେଳେ ଯେ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ସଟଡାଉନ କଟକଣା ଜାରିରହିଥିବ ସେପର୍ଯ୍ୟନ୍ତ ଏବ୍ୟବସ୍ଥା ଜାରିରହିଥିବ ବୋଲି ଯୁବକ ସଂଘ ପଖ୍ୟରୁ ସୂଚନା ମିଳିଛି… ଏହି କାର୍ଯ୍ୟକ୍ରମ ରେ ସଂଘ ର ସଦସ୍ୟ ସୌମେନ୍ଦ୍ର ସାମନ୍ତରାୟ, ପ୍ରଶାନ୍ତ ରାଉତ, ସୌମ୍ୟ ବିଶ୍ୱାଳ, ଜୀବନଜିତ ପାଲ, ସମରେନ୍ଦ୍ର ସାହୁ, ଅଭିରାମ ସ୍ୱାଇଁ, ଇମ୍ରାନ ଖାନ, ଉତ୍ତମ କୁମାର, ଅମର କୁମାର ପ୍ରମୁଖ ଯୋଗ ଦେଇଥିଲେ |

related posts

Leave a Comment