Home Breaking News / ତାଜା ଖବର ଶବ ପାଖକୁ ଆସିଲେଣି କେହି…

ଶବ ପାଖକୁ ଆସିଲେଣି କେହି…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ହିଞ୍ଜିଲିକାଟୁ ସମରଝୋଳ ଗାଁ ରେ ଆଜି ଡି.ଗୋବିନ୍ଦ ନାମକ ବ୍ଯକ୍ତିର ମୃତ୍ଯୁ ଘଟିଛି । ସେ ଗଲା ଦୁଇ ଦିନ ତଳେ ପାରାଦ୍ବୀପ ରୁ ଆସି ଅସୁସ୍ଥ ହୋଇପଡିଥିଲେ । ତେବେ ତାଙ୍କର ମୃତ ପରେ କୋରନା ଭୟ ରେ କିଏ ବି ପାଖତଡ ଆସିଲେନି । ଏହି ଭଳି ବିପଦ ସମୟରେ ଶବ ସଂସ୍କାର ପାଇଁ ବିଡିଓ ଓ ଏନଏସି ଅଧିକାରୀ ଙ୍କ ସମେତ ଦମକଳ ବାହିନୀ ଅଧିକାରୀ ପହଞ୍ଚି ଯାଇଥିଲେ । ଏବଂ ସେଠାରେ ନିଜେ ପ୍ରଶାସନ ମାନେ ପିପିକିଟ୍ ପିନ୍ଧି ଶଂଶ୍ମାନକୁ ନେଇ କରିଥିଲେ ଶବ ର ଅନ୍ତିମ ସଂସ୍କାର । ଯାହାକି ଏବେ ସବୁରି ମହଲରେ ପ୍ରଶଂସା କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ମଧ୍ଯ ଟୁଇଟର ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।

related posts

Leave a Comment