Home Breaking News / ତାଜା ଖବର ଗାଁ ପୋଖରୀ ସଫା କଲେ ସ୍କୁଲ କଲେଜ ଛାତ୍ରଛାତ୍ରୀ

ଗାଁ ପୋଖରୀ ସଫା କଲେ ସ୍କୁଲ କଲେଜ ଛାତ୍ରଛାତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ଦୁର୍ଯ୍ୟୋଧନ ମାଝୀ): କୋଭିଡ଼ 19 ର ଦିତିୟ ଲହର ପ୍ରଭାବରେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଗାଁ କୁ ଫେରିଥିବା ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଏବଂ ଗାଁ ସ୍କୁଲ ର ଛାତ୍ର ଛାତ୍ରୀ ମିସି ସଫାକରୁଛନ୍ତି ଗାଁ ପୋଖରୀ ଏ ଭଲି ନିଆରା ପଦଖେପ ନେଇ ଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ର ଦୁନ୍ଦେଲମାଲ ଗ୍ରାମ ପଞ୍ଛାୟତର ଦୁନ୍ଦେଲମାଲ ଗାଁ ରେ। କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣାର ନାଇଟ୍ କଲେଜ , ଧର୍ମଗଡ଼ର ପଞ୍ଛାୟତ କଲେଜ ,ଜନାଗଡ଼ ର PI କଲେଜ ରୁ ଫେରିଥିବା ଛାତ୍ର ଛାତ୍ରୀ ମାନେ । ଗାଁ ପୋଖରୀ ମଧ୍ୟରେ ଥିବା ଳମ୍ବାଲିଆ ଳଟାଘାସ ସଫା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ପୋଖରୀ ସଫେଇ କାର୍ଯ୍ୟ ରେ ଭବାନୀପାଟଣା ନାଇଟ୍ କଲେଜ ଛାତ୍ରୀ ସିବାନୀ ତାଣ୍ଡି ,ଜୁନାଗଡ଼ PI କଲେଜ ର ଜୋସ୍ନା ତାଣ୍ଡି , ଧର୍ମଗଡ଼ ପଞ୍ଛାୟତ କଲେଜ ର ରତିକାନ୍ତ ସୁନାନୀ । ଏଵ ଗାଁ ସ୍କୁଲର ଅନେକ ଛାତ୍ର ଛାତ୍ରୀ ସାମିଲ ଥିଲେ

related posts

Leave a Comment