Home Breaking News / ତାଜା ଖବର କନ୍ଧମାଳ ପୁଣି ୬୧ପଜିଟିଭ ଚିହ୍ନଟ: ଫୁଲବାଣୀ ସହରରୁ ସର୍ବାଧିକ ୧୭ପଜିଟିଭ .ମୋଟ ପଜିଟିଭ ସଂଖ୍ୟା ୩୮୬

କନ୍ଧମାଳ ପୁଣି ୬୧ପଜିଟିଭ ଚିହ୍ନଟ: ଫୁଲବାଣୀ ସହରରୁ ସର୍ବାଧିକ ୧୭ପଜିଟିଭ .ମୋଟ ପଜିଟିଭ ସଂଖ୍ୟା ୩୮୬

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯା କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି।ରବିବାର ଜିଲ୍ଲାରେ ପୁଣି ୬୧ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୭ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଗ୍ରାମ ।ଞ୍ଚଳର ୫ ଜଣ ଚିହ୍ନଟହୋଇଛନ୍ତି । ଆଜି ସହର ର୧୭କରେ। ନା ପଜିଟିଭ ମଧ୍ୟରୁ
, ଫଳରେ ସହରରେ ବିଭିନ୍ନ ସାହିରେ ଢିପା ସାହି ୩,ଜିରିଙ୍ଗି ପଡ଼ା ୧,ସାଇନ ପଡ଼ା ୧,କେନ୍ଦୁପଦର ୧,ପିଅନ୍ ପଡ଼ା ୨, ମାଷ୍ଟ୍ରପଡ଼ା ୨,ନଦୀ ଖଣ୍ଡିସାହୀ୧,ଅମଲାପଡ଼ା ୧କେନ୍ଦୁପଦର ୧, ଦିବ୍ୟ ଜୀବନ ସଂଘ ୨,ହାଉସିଂ ବୋର୍ଡ ୧,କଲେଜଛକ-୧କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁଚନା ଦେଇଛି ।
ଫଳରେ ଦିନକୁ ଦିନ ସହରରେମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି । ସେହିପରି ଫୁଲ ବାଣୀ ସହର ୧୭ ଓ ବ୍ଳକର ୫ଜଣ କୁ ବାଦଦେଲେ ଜିଲ୍ଲାର ବାଲିଗୁଡ଼ା ଏନ ଏ ସି ରୁ ୯ ଓ ଗ୍ରାମ। ଞ୍ଚଳରୁ ୨ ଜଣ କରୋନାପଜିଟି ଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଚକାପାଦ ୨, ଦାରିଙ୍ଗବାଡି ୪,ଜିଉଦୟ ଗିରି ୬,କନୁଆଗାଁ ୧ କନ୍ଧ ମାଳ ୨,ଖଜୁରିପଡା ୨, ରାଇକିଆ ୫, ଫିରିଙ୍ଗିଆ ୨ ଟିକାବାଲି ୧, ତୁମୁଡ଼ିବନ୍ଧ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସରକାରି ରିପୋର୍ଟରୁ ଜଣାପଡିଛି, I
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ତେବେ ଆଜି ୩୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଆଜିର ୬୧ନୂଆ ପଜିଟିଭ କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୮୬ ଛୁଇଁଛି। ସେହିପରି କରେ । ନାର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୬୧୭ ହୋଇ ଥିବାବେଳେ ଏବେ ସୁଧା ୬୧୯୬ ଜଣ ମଧ୍ୟସୁସ୍ଥ ହୋଇ ସାରିଲେଣି।୩୫ ଜଣଙ୍କର ମୃତ୍ୟୁ ଘଟିଛି ଏଯାଏ ।
ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ଆଜି ରବିବାରନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି ଯୋର ଦାର କର। ଯାଉଛି । ଟାଉନପୋଲିସ ସହରରବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରୁଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖ। ଯାଇଛି । ଫଳରେ ଜିଲ୍ଲାରେ କରେ ନା ସଂକ୍ରମଣ କୁ କିଛିଟାରୋକି ହେବ ବୋଲି ପ୍ରଶାସନ ଆଶା କରିଛି ।

.

related posts

Leave a Comment