Home Breaking News / ତାଜା ଖବର ଦ୍ବୀତିୟ ସପ୍ତାହାନ୍ତ ସଟଡାଉନ

ଦ୍ବୀତିୟ ସପ୍ତାହାନ୍ତ ସଟଡାଉନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): କୋରୋନା ମହାମାରି ଦ୍ବିତିୟ ଲହରି ଖୁବ୍ ତିବ୍ର ଗତିରେ ବ୍ରୁଧି ପାଉଥିବାରୁ ତାହାକୁ ରୋକିବାକୁ ପ୍ରଶାସନ ଯେଉଁ ସପ୍ତହନ୍ତ ଦୁଇ ଦିନିଆ ସଟଡାଉନ ପାଳନ ପାଇଁ ଯେଉଁ ନିର୍ଦେଶ ଦେଇଛନ୍ତି ତାହାର ପ୍ରଥମ ସପ୍ତାହନ୍ତ ଦୁଇଦିନିଆ ସମାପ୍ତ ହେଇଯାଇ ବର୍ତମାନ ଦ୍ବିତିୟ ସପ୍ତହନ୍ତ ସନିଓ ରବି ସଟଡାଉନ ଆଜି ଆରମ୍ବ ହେଇଯାଇଛି | ରାୟଗଡା ଜିଲ୍ଳା ଅନ୍ତର୍ଗତ ବିଷମକଟକ ଠାରେ ପ୍ରତ୍ୟକ ଦୋକାନ ବଜାର ବନ୍ଦ ରହିଛି ଓ ଲୋକ ମାନଙ୍କ ବୁଲାବୁଲି ସ°ଖ୍ୟା ଆଗ ଅପେଖ୍ୟା କମିଯାଇଛି ଜରୁରିକାଳିନ ସେବା ବ୍ୟକ୍ତି ମାନେ ହିଁ କେବଳ ଯାଉଛନ୍ତି |ପୋଲିଷ ତାକ°ର ନିଷ୍ଟାପର ସେବା ଜାରି ରଖିଛନ୍ତି | ବିଷମକଟକ ର ପ୍ରତ୍ୟକ ଛକ ରେ ଯଥା-ମେଡିକାଲ ଛକ,ଡୁକୁମ ରୋଡ ଛକ,ମାଁମାର୍କମା ଛକ,ଓ SBI ଛକ ରେ ରହି ପୋଲିଷ କଡା ପହଁରା ଦେଉଛନ୍ତି ଏବ° ବିଷମକଟକ ବଜାର ସହ ରାଜ ରାସ୍ତା ମଧ୍ୟ ଜନଶୂନ୍ୟ ହେଇ ପଡିଛି

related posts

Leave a Comment