Home Breaking News / ତାଜା ଖବର ଶବଦାହ ପାଇଁ କାଠ ଯୋଗାଇବା ନିଶା ଭାବରେ ଗ୍ରହଣ କରିଛନ୍ତି

ଶବଦାହ ପାଇଁ କାଠ ଯୋଗାଇବା ନିଶା ଭାବରେ ଗ୍ରହଣ କରିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ଐତିହାସିକ ପାପକ୍ଷୟ ଘାଟ ପାଖରେ ଥିବା ଶ୍ବସାନ ଘାଟରେ ରାମ ଗୋପାଳ ବାଘ ତାଙ୍କର ଜିବନ ଥିବା ପର୍ଯ୍ୟନ୍ତ ମୁକ୍ତରେ ଶବ ଦାହ କାଠ ଜନସାଧାରଣଙ୍କୁ ଯୋଗାଇ ବାବାକୁ ଶପଥ ନେଇ ଆଜି ପ୍ରଥମ କରି ଜଣେ କରୋନା ରୋଗିଙ୍କ ଠାରୁ ମାଗଣା ଶବ ଦାହ କାଠ ଯୋଜନା ଆରମ୍ଭ କରିଛନ୍ତି ା ଏଣୁ ଏହି ଖବର ଅଞ୍ଚଳରେ ପ୍ରଚାର ହେବାପରେ ଶ୍ରୀ ବାଘ କୁ ଭୁରି ଭୂରି ପ୍ରଶା୍ନା କରିବସହ ଶବଦାହ କାଠ ପାଇଁ ଅଞ୍ଚକଚଳ ତଥା ଜିଲ୍ଲା ଜିଲ୍ଲାର ଜନସାଧାରଙ୍କ ଚିନ୍ତା ଦୁର ହୋଇଥିବା ଆଲୋଚନା ହେଉଛି ା ଶ୍ରୀ ବାଘ ଜେଣେ ପେସା ରେ ଏନଏସି କର୍ମଚାରି ମୃତ ଙ୍କୁ ମଗଣାରେ ଶବଦାହ କାଠ ଯୋଗାଇବା ପାଇଁ ନିଷା ଭାବରେ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି ା ଦିର୍ଘ ଦିନରୁ ଏହି ଭାବନା ରଖି ଲାଗି ଥିଲେ ମଧ୍ୟ କିଛି ଅସୁବିଧା ଥିବରୁ କାର୍ଯ୍ୟ ଆରମ୍ଭ ବିଲମ୍ବ ହୋଇ ଆଜି ବିନିକା ତହସିଲଦାର ଅଲେଖ ଘୁଟା, ବିଡ଼ିଓ ବ୍ୟାସଦେବ ବେହେରା, ବିନିକା ଏନଏସି ଭାରାପ୍ରାପ୍ତ କାର୍ଯ୍ୟନିର୍ବାହି ଅଧିକାରୀ ନିରଞ୍ଜନ ନାୟକଙ୍କ ଉପସ୍ତିତରେ ଏହି କାର୍ଯ୍ୟ କୁ ସୁଭାରମ୍ଭ କରାଯାଇଥିଲା ା ବିନିକା ବିଦ୍ୟୁତ ଗ୍ରୀଡ଼ ପାଖରେ ଏକ ଛୋଟ ଘର ଖଣ୍ଡିଏ ଅର୍ଦ୍ଦନିମିର୍ତ୍ତ ଅବସ୍ତାରେ ଥ‌ାଇ ମଧ୍ୟ କୋଠା ପାଖରେ ଶ୍ରୀ ବାଘ ନିଜସ୍ବ ସମ୍ବଳରେ କାଠ ସଂଗ୍ରହ କରି ରଖିଛନ୍ତି ା ତାଙ୍କ ଭାବନା ଯେପରି ଭଗବାନ ପୁରଣ କରନ୍ତୁ ଜନସାଧାରଣ ଏହାହିଁ କାମନା କରୁଥିବା ଆଲୋଚନା ହେଉଛି ା

related posts

Leave a Comment