Home Breaking News / ତାଜା ଖବର ରାସ୍ତା ଅବରୋଧ କଲେ ଛାତ୍ର

ରାସ୍ତା ଅବରୋଧ କଲେ ଛାତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଂଜାମ ଜିଲ୍ଲା ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଆଜି ମହାବିଦ୍ୟାଳୟର ଛାତ୍ର ମାନେ ରାସ୍ତା ଅବରୋଧ କରିଥିଲେ । ଶିକ୍ଷା ବିଭାଗ ପକ୍ଷରୁ ଘୋଷିତ ହୋଇଥିବା ଯୁକ୍ତ ଦୁଇ ପରିକ୍ଷାକୁ ସ୍ଥଗିତ ରଖାଯାଇଛି । ଏଣୁ ସ୍ଥଗିତ କୁ ଉଠାଇ ପରିକ୍ଷାକୁ ବାତିଲ କରାଯିବା ଦାବି ଛାତ୍ର ମାନେ ଆନ୍ଦୋଳନ କରିଥିଲେ । ପୋଲିସ ପ୍ରଶାସନ ର ହସ୍ତକ୍ଷେପ ପରେ ଆନ୍ଦୋଳନ ସିନା ହଟିଥିଲା ବହୁ ସମୟ ଧରି ରାସ୍ତା ଜାମ ହୋଇଥିବାର ଦେଖିବାକୁ ମିଳିଥିଲା ।

related posts

Leave a Comment