Home Breaking News / ତାଜା ଖବର ଫିରିଙ୍ଗିଆରେ ଦେଖିବାକୁ ମିଳିଲା ଦୁଇ ଦିନିଆ ବନ୍ଦର ପ୍ରଭାବ

ଫିରିଙ୍ଗିଆରେ ଦେଖିବାକୁ ମିଳିଲା ଦୁଇ ଦିନିଆ ବନ୍ଦର ପ୍ରଭାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): ସାରା ରାଜ୍ୟ ରେ ବର୍ତମାନ କରେନା ର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହି କରେନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି. ଏହାକୁ ଆଖିଆଗରେ ରଖି ସାରା ଓଡିଶାରେ ଦୁଇ ଦିନିଆଁ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ଏହାର ପ୍ରଭାବ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର କୁଆଯାଉଥିବା ଫିରିଙ୍ଗିଆ ସହରରେ ମଧ୍ୟ ଦେଖିବାକୁ ମିକିଛି. ତେବେ ଫିରିଙ୍ଗିଆ ସହର କୌଣସି ଅରବାନ ଏରିଆ ରେ ଯାଉ ନଥିଲେବି କରେନା ର ଭୟଭାତ ଦେଖି ସ୍ୱତଃପ୍ରବୃତ ଭବରେ ଦ୍ଦୁଇଦିନ ପାଇଁ ଦୋକାନୀ ମାନେ ଦୋକାନ ବଜାର ବନ୍ଦ କରି ଦେଇଛନ୍ତି ଏହା ସହ ସହରରେ ଗାଡି ଚଲାଚଲ ମଧ୍ୟ ବନ୍ଦ ରହିଥିବା ବେଳେ ଫିରିଙ୍ଗିଆ ପୋଲିସ ଦ୍ୱାରା ସୁରକ୍ଷା ବ୍ୟବସ୍ତା କୁ କଡା କୁଡି କରାଯାଇଛି. ଫିରିଙ୍ଗିଆ ଥାନା ଅଧିକାରୀ ଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ପୋଲିସ ଟୀମ ଗଠନ କରାଯାଇ ମାସ୍କ ଚେକିଂ କୁ ଜୋର ଦାର କରାଯିବା ସହ ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି.ଏହି ଦୁଇ ଦିନିଆଁ ସଟଡାଉନ ପାଇଁ ଫିରିଙ୍ଗିଆ ସହର ସମ୍ପୂର୍ଣ ଶୂନସାନ ରହିଛି

.

related posts

Leave a Comment