Home Breaking News / ତାଜା ଖବର ପାଟଣାଗଡ଼କୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

ପାଟଣାଗଡ଼କୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ବର୍ତମାନ ପଟଣାଗଡ ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି ଏ ପରି ସ୍ଥଳେ ସହରରେ ଭୟ ର ବତା ବରଣ ଖେଳିଯାଇଛି । ସହରର 14ନଂ ୱାର୍ଡ ରେ positive ସଂଖ୍ୟା ବହୁ ମାତ୍ର ରେ ଆସୁଥିବାରୁ ଉକ୍ତ ୱାର୍ଡକୁ nac ପ୍ରଶାସନ କଂଟେଂମେଣ୍ଟ ଜୋନ ଘୋଷଣା କରିଛି । ଉକ୍ତ ୱାର୍ଡ ରେ ପସିଟିଭି ସଂଖ୍ୟା ହ୍ରାସ ହେବା ପର୍ଯ୍ୟନ୍ତ କଂଟେଂମେଣ୍ଟ ଜୋନ ବଳବତ୍ତର ରହିବ ବୋଲି nac ନିର୍ବାହି ଅଧିକାରୀ ସୁକାନ୍ତ ବେଉରା ଙ୍କ ଠାରୁ ପ୍ରକାଶ । ପ୍ରକାଶ ଯେ ସହରର ବହୁ ଲୋକ କରୋନା ରର ଆକ୍ରାନ୍ତ ହୋଇ ହୋମ ଆସୋଲେସନ ଓ କିଛି ଲୋକ ଭୁବନେଶ୍ୱର, ବଲାଙ୍ଗୀର ରେ ଚିକିତ୍ସା ଧୀନ ଥିବା ଜଣାଯାଏ ।

related posts

Leave a Comment