Home Breaking News / ତାଜା ଖବର କନ୍ଧମାଳରେ ପୁଣି ୫୫ ନୂତନ ପଜିଟିଭ ଚିହ୍ନଟ: ଫୁଲବାଣୀ ସହରରୁ ସର୍ବାଧିକ ୧୬ପଜିଟିଭ, ମୋଟ ପଜିଟିଭ ସଂଖ୍ୟା ୩୮୬

କନ୍ଧମାଳରେ ପୁଣି ୫୫ ନୂତନ ପଜିଟିଭ ଚିହ୍ନଟ: ଫୁଲବାଣୀ ସହରରୁ ସର୍ବାଧିକ ୧୬ପଜିଟିଭ, ମୋଟ ପଜିଟିଭ ସଂଖ୍ୟା ୩୮୬

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି।ଶନିବାର ଜିଲ୍ଲାରେ ପୁଣି ୫୫ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୬ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ସହର ର୧୬କରେ। ନା ପଜିଟିଭ ମଧ୍ୟରୁ ପୋଲିସ କଲୋନୀରୁ ୩ଜଣ, ମାର୍କେଟ ୧,ଢିପା ସାହି ୧,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ୧ ,ଡିପି ଓ ଅଫିସ୍୧,ମାଷ୍ଟ୍ରପଡା ୩,ଭିଜିଲାନ୍ସ ଅଫିସ୧,ଶିବାଜୀ ନଗର ୨,ପିଡବ୍ଲୁଡି କଲୋନୀ ୧, ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
, ଫଳରେ ସହରରେ ବିଭିନ୍ନ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବଢି ଚାଲିଥିବା ଦେଖିବାକୁ ମିଳୁଛି । ସେହିପରି ଫୁଲ ବାଣୀ ସହର ୧୬ ଜଣ କୁ ବାଦଦେଲେ ଜିଲ୍ଲାର ବାଲିଗୁଡ଼ା ଏନ ଏ ସି ରୁ ୯ ଓ ଗ୍ରାମ। ଞ୍ଚଳରୁ ୩ ଜଣ କରୋନାପଜିଟି ଭ ରୋଗୀ ଚିହ୍ନଟ ହୋଇଥିବାବେଳେ ଚକାପାଦ ୪, ଦାରିଙ୍ଗବାଡି ୩,ଜିଉଦୟ ଗିରି ୩,କନୁଆଗାଁ୪, କୋଟଗଡ୬,ଗଞ୍ଜାମ ୧, କନ୍ଧ ମାଳ ୧,ଖଜୁରିପଡା ୧, ରାଇକିଆ ୧, ଟିକାବାଲି ୧, ତୁମୁଡ଼ିବନ୍ଧ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସରକାରି ରିପୋର୍ଟରୁ ଜଣାପଡିଛି, I
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।
ଆଜିର ୫୫ନୂଆ ପଜିଟିଭ କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୮୬ ଛୁଇଁଛି। ସେହିପରି କରେ । ନାର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୫୫୬ ହୋଇ ଥିବାବେଳେ ଏବେ ସୁଧା ୬୧୩୫ ଜଣ ମଧ୍ୟସୁସ୍ଥ ହୋଇ ସାରିଲେଣି।୩୫ ଜଣଙ୍କର ମୃତ୍ୟୁ ଘଟିଛି ଏଯାଏ ।
ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି ଯୋର ଦାର କର। ଯାଉଛି । ଟାଉନପୋଲିସ ସହରରବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରୁଛି । ଶନିବାର ଓ ରବିବାର ମଧ୍ଯ ସଟ ଡାଉନ କରାଯାଉଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖ। ଯାଇଛି । ଫଳରେ ଜିଲ୍ଲାରେ କରେ ନା ସଂକ୍ରମଣ କୁ କିଛିଟାରୋକି ହେବ ବୋଲି ପ୍ରଶାସନ ଆଶା କରିଛି ।

.

related posts

Leave a Comment