Home Breaking News / ତାଜା ଖବର ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅଚାନକ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଯେକେପୁର ଗସ୍ତ

ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅଚାନକ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଯେକେପୁର ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(କଳିଙ୍ଗ ଜ୍ୟୋତି): ରାୟଗଡ଼ ଜିଲ୍ଲା ସଦର ବ୍ଲକ ଜେକେପୁର କୋଭିଡ ସେଣ୍ଟର ସେଠାକାର ସ୍ଥିତି ଓ ବିନଭିନ୍ନ ସମସ୍ୟା ବୁଝିବା ପାଇଁ ପିପି କୀଟ ପରୀଧାନ କରି ସେଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଓ ଚିକିତ୍ସାଧୀନ ରୋଗୀମାନଙ୍କ ହାଳ ଚାଳ ପଚାରି ବୁଝିଲେ l ରାୟଗଡା ଜିଲ୍ଲା 30/04/21ର ମୋଟ 151 ଆକ୍ରାନ୍ତ ରାୟଗଡା ସହର 37 ଓ ରାୟଗଡ ବ୍ଲକ 6, ରାମନଗୁଡ଼ା ବ୍ଲକ 9 ଜଣ,ପଦ୍ମପୁର ବ୍ଲକ 4 ଜଣ,ମୁନିଗୁଡା ବ୍ଲକ 19 ଜଣ,କଲନରା ବ୍ଲକ 1 ଜଣ,କାଶିପୁର 1 ଜଣ,କଲ୍ୟାଣସିଙ୍ଗପୁର 10 ଜଣ,ଗୁଣପୁର ସହର 32 ଜଣ,ଗୁଡ଼ାରୀ ବ୍ଲକ 13 ଜଣ,ଚନ୍ଦ୍ରପୁର ବ୍ଲକ 0 ,ବିଷମକଟକ 18 ଜଣ ଆକ୍ରାନ୍ତ ହୋଇଛନ୍ତି । କୋଭିଡ୍ ଯୋଦ୍ଧା, ସେ କନ୍ତାକ୍ଟ୍ ଟ୍ରେଷ୍ଣଂ46 ILi/sari 28 , travel history 9 ,MTV 0, Home 118, ପୁରୁଷ 90 ଜଣ ,ସ୍ତ୍ରୀ 61 ଜଣ,ମୋଟ ସକ୍ରିୟ କେସ 932 , ସୁସ୍ତ ହୋଇ ଘରକୁ ଫେରିଛନ୍ତି 9088

related posts

Leave a Comment