Home Breaking News / ତାଜା ଖବର ନା ରାସ୍ତା ମରାମତି ହେଉଛି ନା ବ୍ରିଜ କାମ

ନା ରାସ୍ତା ମରାମତି ହେଉଛି ନା ବ୍ରିଜ କାମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ହାଟମୁନିଗୁଡା ପଞ୍ଚାୟତ ର ପରଡିଗୁଡା ଗ୍ରାମ ର ଲୋକ ମାନେ ଯିବା ଆସିବାରେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି |ପରଡିଗୁଡା, ରାସ୍ତା ,ବ୍ରିଜ ର ମରାମତି କାମ ୧୫/୫/୨୦ ରେ ମହାମ୍ମାଗାନ୍ଦି ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦ୍ବାରା କାମ ଆରମ୍ବ ହେଇଛି |ଏହାର ଅନୁଦାନ ମୂଲ୍ୟ ୯୯୦୦୦୦ ଟକା° ହେଲେ ଚାରିମାସ ହେଲାଣି କାମଟା ସ°ପୂର୍ଣ ବନ୍ଦ ରହିଛି |ନା ରାସ୍ତା ମରାମତି ହେଉଛି ନା ବ୍ରିଜ କାମ ହଉଛି | ଏହିପରି ବ୍ରିଜ କାମ ମଧ୍ୟ ଅସ°ପୂର୍ଣ ଅଵସ୍ଥା ରେ ଅଛି |ସାଇଁକେଲ ଚାଳକ ମାନେ ସାଇଁକେଲ ରୁ ଓଲ୍ଳାଇ ବ୍ରିଜ ଅତିକ୍ରମ କରି ଯାଉଛନ୍ତି |ଆଉ ବାଇକ, 108 ବ୍ରିଜ ଉପର ପଟ ଯିବା ସମ୍ବବ ପର ନୁହ |ଏଣୁ ଗାଁ ଲୋକଙ୍କ ଦାବି ବର୍ଷା ରୁତୁ ନ ଆସିବା ପୂର୍ବ ରୁ ବ୍ରିଜ କାମ ସ°ପୂର୍ଣ କରାଯାଉ

related posts

Leave a Comment