Share with
ଜଗତସିଂପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲାର ଜଗତସିଂପୁରର axis bank ପାଖ pnb ବ୍ରାଞ୍ଚ ରେ ଏ ମହାମାରୀ କରୋନ ସମୟ ରେ ଲୋକ ମାନେ ଏତେ ଅସୁବିଧାରେ କାମ ସାରିକି ଫେରୁଛନ୍ତି ନ କହିବା ଭଲ ବ୍ରାଞ୍ଚ ର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ କହିବା ମୁତାବକ ଆମକୁ କୌଣସି ପ୍ରକାର ପ୍ରଶାସନ ସୁବିଧା ମିଲୁନାଇଁ ଆମର ଗୋଟିଏ ସିକୁରିଟୀ କୁ ନେଇ କାମ କରୁଛୁ ବହୁତ୍ ଲୋକ ଆସୁଥିବାରୁ ପ୍ରବଳ ଭିଡ଼ ରହୁଚି ସଦାସର୍ବଦା ଆମେ କିଚିକରିପରିବୁନି |
ଲୋକମାନଙ୍କ ମତ ବା କହିଛନ୍ତି ଯେ ଆମେ ଦିନ ଦଶଟା ରୁ ଦିନ ଗୋଟେ ପର୍ଯ୍ୟନ୍ତ ରହିଲେ ମଧ୍ୟ ଆମେ ପଇସା ଉଠେଇପରୁନୁ ଡିପୋଜିଟ କରିପାରୁନୁ ଆମେ ବଙ୍କ କର୍ମ ଚାରି ବାବୁ ମାନଙ୍କୁ କହିବାରୁ ସେ କହୁଛନ୍ତି ଲିଙ୍କ ଫେଲେ ଅଛି ବୋଲି ଆମେ କଁ କରିପାରିବୁ