Home Breaking News ବିବାହ ଚାଲିଥିବାବେଳେ ଚଢ଼ଉ

ବିବାହ ଚାଲିଥିବାବେଳେ ଚଢ଼ଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚାର ଗାଁ ରେ ଗତ କାଲି କୋଭିଡ ନିୟମକୁ ଖୁଲମଖୁଲା ଉଲଂଘନ କରି ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଏବଂ ଟିମ୍ ହଠାତ ଚଢ଼ାଉ କରିଥିଲେ।ପୋଲିସ କୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳେଇ ଥିଲେ। ବିବାହ କାର୍ଯ୍ୟକ୍ରମ କୁ ବନ୍ଦ କରି 10 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।

related posts

Leave a Comment