Home Breaking News / ତାଜା ଖବର ଗହଣା ସହ ଟଙ୍କା ଲୁଟ ଅଭିଯୋଗ

ଗହଣା ସହ ଟଙ୍କା ଲୁଟ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ପାରାଦୀପ୍ ଲକ୍ ଥାନା ଅନ୍ତର୍ଗତ ଝିମାଣୀ ଗ୍ରାମ ରେ ନିଶା ପିଆଇ ଗୋଟିଏ ପରିବାର କୁ 10 ଲକ୍ଷ୍ଯ ଟଙ୍କା ରୁ ଉର୍ଦ୍ଧ ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ | ଅଭିଯୋଗ ଅନୁଯାୟୀ ସଶୀ ତରାଇ ଙ୍କ ଘରେ ଗତକାଲି ଭୋର୍ ସମୟ ରେ 8 ଜଣ ରୁ ଉର୍ଦ୍ଧ ଦୁର୍ବୁତ୍ତ ଘର ର ସେଡ଼ି ଘର ଭାଙ୍ଗି ଘର ଭିତରେ ପଶିଥିଲେ | ସମସ୍ତ୍ ପରିବାର ସଦସ୍ୟ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ଜୋରଜବରଦସ୍ତ ନିଶା ପିଆଇ ଘରେ ଥିବା ନଗଦ ଟଙ୍କା ଓ ସମସ୍ତ୍ ଗହଣା ଗଣ୍ଠି ଲୁଟ କରିନେଇଥିଲେ | ନିଶା ଛାଡିବା ପରେ ପରିବାର ସଦସ୍ୟ ଗ୍ରାମ୍ୟଲୋକଙ୍କ ସହାୟତା ରେ ସ୍ତାନୀୟ ଅଠରବାଙ୍କୀ ମେଡିକାଲ୍ କୁ ଆସି ଚିକିସ୍ଥା ହୋଇ ପାରାଦୀପ୍ ଲକ୍ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି | ପୋଲିସ ସଶୀ ତରାଇ ଙ୍କ ଘରେ ପହଂଚି ତଦନ୍ତ ଆରମ୍ଭ କରିଛି |

related posts

Leave a Comment