Home Breaking News କୋଭିଡି କଟକଣାକୁ ମାନୁନଥିବା ଅମାନିଆଙ୍କୁ ସାବାଡ କରୁଛନ୍ତି ତହସିଲଦାର

କୋଭିଡି କଟକଣାକୁ ମାନୁନଥିବା ଅମାନିଆଙ୍କୁ ସାବାଡ କରୁଛନ୍ତି ତହସିଲଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ବ୍ରହ୍ମଗିରି ବଜାର ସମେତ ଆଖ ପାଖରେ ରେ ମାସ୍କ ଚେକିଙ୍ଗ ଜୋରଦାର କରିବା ସହିତ ଅମାନିଆ ଗାଡିଚାଳକଙ୍କ ଠାରୁ ଆରମ୍ଭ କରି କୋଭିଡ ନିୟମ ଉଲଂଘନ କାରୀ ଦୋକାନୀ ମାନଙ୍କ ପାଖରୁ ଜୋରିମାନା ଆଦାୟ କରିଛି ସ୍ଥାନୀୟ ତହସିଲ ପ୍ରଶାସନ। ଆଗାମୀ ଦିନରେ ନିୟମ ରେ ଖିଲାପ କଲେ କଡ଼ା ଚେତାବନୀ ଦେଇଛନ୍ତି ନିଜେ ତହସିଲଦାର କାହ୍ନୁ ଚରଣ ଘଡାଇ ଏହି ଚଢ଼ାଉ ସମୟରେ ଆଡିସନାଲ ତହସିଲଦାର ,ପ୍ରସାଶନ ଅଧିକାରୀ ମାନ ଉପସ୍ଥିତିରେ ସଚେତନତା ବାର୍ତ୍ତା ସହିତ କୋଭିଡି ନିୟମ କୁ କଡାକଡି ପାଳନ ପାଇଁ ଜନସାଧାରଣଙ୍କୁ ଜଣାଇଛନ୍ତି।

related posts

Leave a Comment