Home Breaking News / ତାଜା ଖବର ବଜ୍ରପାତରେ ୬ଗାଇ ଗୋରୁ ମୃତ

ବଜ୍ରପାତରେ ୬ଗାଇ ଗୋରୁ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗୁରୁବାର ଅପରାହ୍ନରେ କନ୍ଧମାଳ ଜିଲ୍ଲା ଆରାବ କା ପଞ୍ଚାୟ.ତଅନ୍ତର୍ଗତ କାମ୍ବ୍ରିକିଆ ଗ୍ରାମରେ କାଳବୈଶାଖୀବର୍ଷା ଓ ବଜ୍ରପାତରେ୬ଗୋଟି ଗାଇ ଓ ବଳଦ ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟଯେ ବର୍ଷା ହେବା ଫଳରେ ଏ ସବୁ ଗାଇ ବଳଦ,ଗଛମୂଳରେ ଆଶ୍ରୟ ନେଇଥିଲେ । ସେତେବେଳେ ହଠାତ ବଜ୍ରପାତ ହେବା ଫଳରେ ଆଶ୍ରୟ ନେଇ ଥିବା୬ଟି ଯାକ ଗାଇଗୋରୁଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବରଣ କରିଥିବାଏସବୁ ଗାଇଗୋରୁ କାମ୍ବ୍ରିକିଆ ଗ୍ରାମର ସୁଶାନ୍ତ ହଂସ, ବନମଳିକ, ବସନ୍ତ ହଂସ, ଚିନୁ ମଲିକ ଓ ମୁଗା ମଲିକଙ୍କର ବୋଲି ଜଣାପଡିଛି । ଗୋରୁ ମାଲିକମାନେ ଗରୀବ ହୋଇଥିବା ଫଳରେ ଏ ସମସ୍ତ ଗୋରୁ ମାଲିକମାନଙ୍କୁ ତୁରନ୍ତ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

related posts

Leave a Comment