Home Breaking News / ତାଜା ଖବର ଘୁମୁସରର୍ ସ୍ଵରର୍ ସମ୍ପାଦକ ତଥା ଯୁବ ସାମ୍ବାଦିକ ରତ୍ନାକର ମହାରଣାଙ୍କ ବିୟୋଗରେ ଶୋକସଭା

ଘୁମୁସରର୍ ସ୍ଵରର୍ ସମ୍ପାଦକ ତଥା ଯୁବ ସାମ୍ବାଦିକ ରତ୍ନାକର ମହାରଣାଙ୍କ ବିୟୋଗରେ ଶୋକସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମଜିଲ୍ଲା ର ବାଲିପଦର ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା, ଓ ସଂସୃତିର ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ଵର, ପକ୍ଷରୁ 98 ତମ ପୂର୍ଣିମା ଆସରରେ ପ୍ରତିଷ୍ଠାନ ର ସମ୍ପାଦକ ସ୍ଵର୍ଗତ ରତ୍ନାକର ମହାରଣା ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ବାଲିପଦର ରେ ଥିବା କାର୍ଯ୍ୟାଳୟ ରେ ଅନୁଷ୍ଟିତ ହୋଇଥିଲା, ସଭାପତି ଡକ୍ଟର ବି, ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ପ୍ରଥମ ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ପ୍ରଦୀପ ଜାଳି ଶ୍ରାଦ୍ଧ ଜଳି ଅର୍ପଣ କରିଥିଲେ, ବିଶିଷ୍ଟ ସାହିତ୍ୟିକ ଅନନ୍ତ କର ଅଜିତ କୁମାର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ଭୋଳ, ଧ୍ରୁବ ପାଣିଗ୍ରାହୀ, ସମାଜସେବୀ ଜି. ରାଜେଶ୍ଵର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ସମିତି ସଭ୍ଯ ମହେନ୍ଦ୍ର ପ୍ରସାଦ ପଣ୍ଡା, Sri ଅରବିନ୍ଦ ର୍ ସଭାପତି ନାରାୟଣ ସାମନ୍ତରା, ଇ ନୀଳାଞ୍ଚଳ ପାତ୍ର, ଖଲି ପରିଡା, କେ, ରାଘବ ପାତ୍ର, ବାଳକୃଷ୍ଣ ଦୋରା, ଉତ୍ତମ୍ ସ୍ଵାଇଁ, ଉମା ଚରଣ ନାୟକ, ବାଲକୃଷ୍ଣ ମହାପାତ୍ର, କୃଷ୍ନ ସାହୁ, ଜନାର୍ଦନ ସ୍ଵାଇଁ, ନିରଞ୍ଜନ ପାତ୍ର, ଅଂଶୁ ମୁଖାର୍ଜୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ

related posts

Leave a Comment