Home Breaking News ମହାନିଦ୍ରାରେ ମନୋଜ ଦାସ, ୮୭ ବର୍ଷ ବୟସରେ ଆଖିବୁଜିଲେ ସାହିତ୍ୟମଣି

ମହାନିଦ୍ରାରେ ମନୋଜ ଦାସ, ୮୭ ବର୍ଷ ବୟସରେ ଆଖିବୁଜିଲେ ସାହିତ୍ୟମଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମହାନିଦ୍ରାରେ ମନୋଜ ଦାସ । ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ ଘଟିଛି । ସେ ପଣ୍ଡିଚେରୀର ଆଶ୍ରମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଠାରେ ହି ତାଙ୍କର ଦେହାନ୍ତ ହୋଇଛି। ମନୋଜ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇ ଥିଲେ। ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସେ ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ଆଦି ପ୍ରସିଦ୍ଧ ରଚନା ସମ୍ଭାର ଆଜି ବି କାଳଜୟୀହୋଇର ରହିଛି । ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କର ପରଲୋକ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

related posts

Leave a Comment